ହକି ଇଣ୍ଡିଆ ଦେଲା ୩୧ଲକ୍ଷ 'ଫୋନି' ସହାୟତା

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି ହକି ଇଣ୍ଡିଆ। ହକି ଇଣ୍ଡିଆ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୩୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ହକି ଇଣ୍ଡିଆର ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନର ମୁଖ୍ୟ ନରିନ୍ଦର ବାତ୍ରା ବୁଧବାର ନବୀନ ପଟ୍ଟନାୟକଙ୍କୁ ଚେକ୍ ପ୍ରଦାନ କରିଛନ୍ତି। ଗତ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ପୁରୁଷ ହକି ସିରିଜ୍ […]

navin

navin

Ranjit Kumar Jena
  • Published: Wednesday, 07 August 2019
  • Updated: 07 August 2019, 08:49 PM IST

Sports

Latest News

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଳୟଙ୍କାରୀ ବାତ୍ୟା 'ଫୋନି'ରେ ପ୍ରଭାବିତ ହୋଇଥିବା ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି ହକି ଇଣ୍ଡିଆ। ହକି ଇଣ୍ଡିଆ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୩୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ହକି ଇଣ୍ଡିଆର ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନର ମୁଖ୍ୟ ନରିନ୍ଦର ବାତ୍ରା ବୁଧବାର ନବୀନ ପଟ୍ଟନାୟକଙ୍କୁ ଚେକ୍ ପ୍ରଦାନ କରିଛନ୍ତି।

ଗତ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ମ୍ୟାଚର ଟିକେଟ୍ ବିକ୍ରିରୁ ଏହି ଅର୍ଥ ମିଳିଥିଲା। ଏଫଆଇଏଚ୍ ସିରିଜ୍ ଫାଇନାଲ୍ସର ମାସକ ପୂର୍ବରୁ 'ଫୋନି' ଓଡ଼ିଶାରେ ତାଣ୍ଡବ ରଚିଥିଲା, ଯେଉଁଥିରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିପୁଳ କ୍ଷୟକ୍ଷତି ହୋଇଥିଲା। 'ଫୋନି' ପରେ ହକି ଇଣ୍ଡିଆ ପ୍ରତିଶ୍ରୁତି ଦେଇଥିଲା ଯେ, ଟୁର୍ଣ୍ଣାମେଣ୍ଟର ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ଲାଭାଂଶ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ।

ଏ ନେଇ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, "ଚଳିତବର୍ଷ ପ୍ରଳୟଙ୍କାରୀ ବାତ୍ୟାରେ ଓଡ଼ିଶାରେ ବହୁମାତ୍ରାରେ କ୍ଷୟକ୍ଷତି ହୋଇଥିଲା। ତେବେ ଜୁନ୍, ୨୦୧୯ରେ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକଙ୍କ ସମର୍ଥନ ଓ ଭଲପାଇବା ଯୋଗୁ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ସୁଚାରୁରୂପେ ଆୟୋଜନ ହୋଇପାରିଥିଲା। ଏଥିପାଇଁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ।" 'ଫୋନି' ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲାର ୧୫୯ ବ୍ଲକ୍ ପ୍ରଭାବିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story