ଲକ୍‌ଡାଉନ୍‌ରେ ଘରେ ରହି ବି ପାଇପାରିବେ ମଦ, ଜାଣନ୍ତୁ କିପରି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ କଟକଣା ମଧ୍ୟରେ ବି ମିଳିବ ମଦ। ଏଥିନିମନ୍ତେ ମିଳିଥିବା ଅନୁମତି କେବଳ ରାଜଧାନୀ ଭୁବନେଶ୍ୱର ପାଇଁ ଲାଗୁ ହେବ। ରାଜଧାନୀରେ ମଦ ବିକ୍ରି ଲାଗି ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା ଲାଗି ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ଗ୍ରାହକମାନେ ଫୋନ୍ ଯୋଗେ, ଏସ୍ଏମ୍ଏସ୍ ଓ […]

liquer

liquer

Niharika Rout
  • Published: Saturday, 15 May 2021
  • Updated: 15 May 2021, 12:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ କଟକଣା ମଧ୍ୟରେ ବି ମିଳିବ ମଦ। ଏଥିନିମନ୍ତେ ମିଳିଥିବା ଅନୁମତି କେବଳ ରାଜଧାନୀ ଭୁବନେଶ୍ୱର ପାଇଁ ଲାଗୁ ହେବ। ରାଜଧାନୀରେ ମଦ ବିକ୍ରି ଲାଗି ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ ।

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା ଲାଗି ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ଗ୍ରାହକମାନେ ଫୋନ୍ ଯୋଗେ, ଏସ୍ଏମ୍ଏସ୍ ଓ  ହ୍ୱାଟସଆପ୍ ଜରିଆରେ ମଦ ମଗାଇ ପାରିବେ । ତେବେ ମଦ ଦୋକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ମଦ ନେବା ଆଣିବା ଲାଗି ଦୋକାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯାଆସ କରିପାରିବେ ।

ତେବେ ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ଲାଗି ନିଗମ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି  । ଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି କେଉଁ ଅଞ୍ଚଳର ଦୋକାନୀ କେଉଁଦିନ ମଦ ଉଠାଇ ପାରିବ ସେ ନେଇ ଧାର୍ଯ୍ୟ ତାଲିକା ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ କମିବା ନାଁ ଧରୁ ନ ଥିବା ବେଳେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ୨୧ ଜଣ କରୋନାରେ ଆଖି ବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story