ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ

ସୁନ୍ଦରଗଡ଼:(ଓଡ଼ିଶା ରିପୋର୍ଟର): ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ। ବିରମିତ୍ରପୁର ଥାନା ହୋମ୍‌ଗାର୍ଡ ତଥା ଡ୍ରାଇଭର ଗୁରୁଚରଣ ଫରିକାରଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। JMFCରେ ଟିଆଇ ପରେଡ୍‌ରେ ହୋମ୍‌ଗାର୍ଡକୁ ପୀଡ଼ିତା ଚିହ୍ନଟ କରିଥିଲେ। ପୀଡ଼ିତା ଚିହ୍ନଟ କରିବା ପରେ ହୋମଗାର୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଘଟଣାରେ ତତ୍କାଳୀନ ଥାନାଧିକାରୀ ଓ ଡାକ୍ତର ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ନାବାଳିକାକୁ ଗତ ଜୁନ୍ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ […]

790-1

790-1

Tapas Behera
  • Published: Saturday, 29 August 2020
  • Updated: 29 August 2020, 06:36 PM IST

Sports

Latest News

ସୁନ୍ଦରଗଡ଼:(ଓଡ଼ିଶା ରିପୋର୍ଟର): ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ। ବିରମିତ୍ରପୁର ଥାନା ହୋମ୍‌ଗାର୍ଡ ତଥା ଡ୍ରାଇଭର ଗୁରୁଚରଣ ଫରିକାରଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ।

JMFCରେ ଟିଆଇ ପରେଡ୍‌ରେ ହୋମ୍‌ଗାର୍ଡକୁ ପୀଡ଼ିତା ଚିହ୍ନଟ କରିଥିଲେ। ପୀଡ଼ିତା ଚିହ୍ନଟ କରିବା ପରେ ହୋମଗାର୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଘଟଣାରେ ତତ୍କାଳୀନ ଥାନାଧିକାରୀ ଓ ଡାକ୍ତର ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ନାବାଳିକାକୁ ଗତ ଜୁନ୍ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ ଗର୍ଭପାତ କରାଇଥିଲା। ଏନେଇ ବୀରମିତ୍ରପୁର ଥାନାର ବଡବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ କରିଥିଲେ ଖୋଦ୍ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଜଣେ ନାବାଳିକାର ବୟାନକୁ ଆଧାର କରି ୬ ଜଣଙ୍କ ନାଁରେ ଦିଆଯାଇଥିବା ଏଫଆଇଆର ଦିଆଯାଇଥିଲା। ବିଶ୍ରାରେ ଥିବା ଏକ ସେଲ୍ଟର ହୋମ୍ ଦିଶାରେ ପୀଡିତାଙ୍କୁ ରଖିଥିଲା ପୋଲିସ୍।

ତେବେ ଖୋଦ୍ ଜିଲ୍ଲାପାଳ ଦିଶାକୁ ବୁଲି ଯିବା ବେଳେ ନାବାଳିକାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ତାକୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାପରେ ପୁରା ମାମଲା ଉପରୁ ପରଦା ଉଠିଥିଲା। ନାବାଳିକା ଜଣକ ଥାନା ବଡବାବୁଙ୍କ ସହ ୨ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସରକାର ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏନେଇ ଡିଜିପି ଅଭୟ ଟ୍ୱିଟ୍ କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଆଚରଣକୁ ଲଜ୍ଜାଜନକ କହିଥିଲେ। ନାବାଳିକାଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ ଡିଜିପି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story