ଲକ୍‌ଡାଉନ୍‌ ଅମାନିଆଙ୍କୁ ଆକଟ କରି ଆକ୍ରମଣର ଶିକାର ହେଲେ ହୋମଗାର୍ଡ଼

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍ ଡାଉନ ଅମାନିଆଙ୍କୁ ଆକଟ କରି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ହୋମଗାର୍ଡ଼। କିଛି ଯୁବକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ କାର୍ଯ୍ୟରତ ହୋମଗାର୍ଡ ବଙ୍କିମ ମଣ୍ଡଳ ଏନେଇ ଗତକାଲି ଥାନାରେ ଏତଲା ଦେଇଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ନିଜ ସୁରକ୍ଷା ଦାବି କରି ଉମରକୋଟ ଥାନାର ସମସ୍ତ ହୋମଗାର୍ଡ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସୂଚନା ଅନୁଯାୟୀ, ହୋମଗାର୍ଡ ବଙ୍କିମ […]

home-guard--1

home-guard--1

Niharika Rout
  • Published: Thursday, 30 April 2020
  • Updated: 01 May 2020, 08:50 AM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍ ଡାଉନ ଅମାନିଆଙ୍କୁ ଆକଟ କରି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ହୋମଗାର୍ଡ଼। କିଛି ଯୁବକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ କାର୍ଯ୍ୟରତ ହୋମଗାର୍ଡ ବଙ୍କିମ ମଣ୍ଡଳ ଏନେଇ ଗତକାଲି ଥାନାରେ ଏତଲା ଦେଇଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ନିଜ ସୁରକ୍ଷା ଦାବି କରି ଉମରକୋଟ ଥାନାର ସମସ୍ତ ହୋମଗାର୍ଡ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

ସୂଚନା ଅନୁଯାୟୀ, ହୋମଗାର୍ଡ ବଙ୍କିମ ମଣ୍ଡଳ ଗତକାଲି ନିଜ ଡ୍ୟୁଟି ସାରି ସଉଦା ଆଣିବା ପାଇଁ ରାତିରେ ସାନଭରଣ୍ଡି ଗ୍ରାମକୁ ଯାଇଥିଲେ। ସେଠାରେ ଏକ ଦୋକାନ ନିକଟରେ କିଛି ଯୁବକ ଛିଡ଼ା ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ ଏପରି ଏକାଠି ହେବାକୁ ସେ ବାରଣ କରିଥିଲେ। ଏହାପରେ ଉକ୍ତ ଯୁବକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ।

ଖବର ପାଇ ତାଙ୍କ ହୋମଗାର୍ଡ଼ ସାଥୀମାନେ  ସେଠାରୁ ଉଦ୍ଧାର କରି ତାଙ୍କୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ବଙ୍କିମ ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ହେଲେ  ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ହୋମଗାର୍ଡ଼ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story