ଠିକାଦାରଙ୍କ ମୋଟର ସାଇକେଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଲମତାପୁଟ(ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବାଞ୍ଜିଲପୁଟ ଗାଁରେ ଦୁର୍ବୃତ୍ତମାନେ ଜଣେ ଠିକାଦାରଙ୍କ ଦୁଇଟି ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ତେବେ କିଏ ଓ କାହିଁକି ଠିକାଦାରଙ୍କ ଗାଡ଼ିରେ ନିଆଁ ଲଗାଇଲେ ତାହା ଜଣାପଡ଼ି ନାହିଁ। ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

fair

Jyoshna Pradhan
  • Published: Monday, 13 January 2020
  • , Updated: 13 January 2020, 11:03 AM IST

ଲମତାପୁଟ(ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବାଞ୍ଜିଲପୁଟ ଗାଁରେ ଦୁର୍ବୃତ୍ତମାନେ ଜଣେ ଠିକାଦାରଙ୍କ ଦୁଇଟି ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ତେବେ କିଏ ଓ କାହିଁକି ଠିକାଦାରଙ୍କ ଗାଡ଼ିରେ ନିଆଁ ଲଗାଇଲେ ତାହା ଜଣାପଡ଼ି ନାହିଁ।

ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story