ନିଆଁରେ ଜଳି ଗଲା ୨୦ବଖରା ଘର

Ordigital Desk
  • Published: Monday, 04 September 2017
  • , Updated: 04 September 2017, 02:01 PM IST
<p>କଟକ: କଟକ ଜିଲ୍ଲା ନିଆଳି ବ୍ଲକ ଅର୍ନ୍ତଗତ କିନିସିପୁର ପଞ୍ଚାୟତର ବଢେଇପାଟଣା ଗାଁରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ବଖରାରୁ ଅଧିକ ଘର ପୋଡ଼ିଯାଇଛି।&nbsp; ଏହା ସହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗୃହସାମଗ୍ରୀ ନଷ୍ଟ ହୋଇଯାଇଛି। ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଦମକଳ ଗାଡ଼ି ପହଞ୍ଚି ନିଁଆକୁ ଆୟତ କରିଥିଲା।</p>

Related story