ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀକୁ ପ୍ରବେଶ ଅନୁମତି ଦାବିରେ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଆସିବା ନିମନ୍ତେ ଅନୁମତି ଦେବା ଦାବିରେ ଆଜି ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଆସିବା ପାଇଁ ଅନୁମତି ଦିଆଯାଉ ଓ ସେମାନେ ପୂର୍ବଭଳି ସମ୍ବାଦ ସଂଗ୍ରହ କରନ୍ତୁ ବୋଲି ବାଚସ୍ପତିଙ୍କ ନିକଟରେ ଦାବି ଜଣାଇଥିଲେ । ତେବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୁଝାଇବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି […]

assemble

assemble

Ordigital Desk
  • Published: Friday, 22 July 2022
  • Updated: 22 July 2022, 10:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀକୁ ଆସିବା ନିମନ୍ତେ ଅନୁମତି ଦେବା ଦାବିରେ ଆଜି ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଆସିବା ପାଇଁ ଅନୁମତି ଦିଆଯାଉ ଓ ସେମାନେ ପୂର୍ବଭଳି ସମ୍ବାଦ ସଂଗ୍ରହ କରନ୍ତୁ ବୋଲି ବାଚସ୍ପତିଙ୍କ ନିକଟରେ ଦାବି ଜଣାଇଥିଲେ । ତେବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୁଝାଇବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଏହାର ସମାଧାନ ପାଇଁ ସେ ସର୍ବଦଳୀୟ ବୈଠକ ଡାକିଥିଲେ ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ଆସନରେ ଛିଡ଼ା ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ସଂଗ୍ରହ ନିମନ୍ତେ ବିଧାନସଭାର ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ । ପରେ ଗୃହର ମଧ୍ୟଭାଗକୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଆସି ହଟ୍ଟଗୋଳ କରିବାରୁ ମାତ୍ର ପ୍ରାୟ ୭ମିନିଟ୍ ପରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ । କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଆସି ଖବର ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ । ବିଧାୟକମାନଙ୍କୁ ଗୃହରେ ଉଦ୍ଦିଷ୍ଟ ସିଟରେ ବସିବାକୁ ଅନୁମତି ଦିଆଯଉ । ସେମାନେ ଦର୍ଶକ ଗ୍ୟାଲେରୀ କି ପ୍ରେସ୍ ଗ୍ୟାଲେରୀରେ ନ ବସନ୍ତୁ । ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଅନୁରୂପ ପ୍ରସଙ୍ଗ ଉଠାଇ ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଆସିବାକୁ ଅନୁମତି ମିଳୁନଥିବାରୁ ସେମାନେ ଠିକ୍ ଭାବେ ଗୃହର ବିବରଣୀ ସଂଗ୍ରହ କରିପାରୁନାହାନ୍ତି । ସେମାନଙ୍କୁ ଅନ୍ୟତ୍ର ବସିବାକୁ କୁହାଯାଉଛି । ସେହିପରି ବିଧାୟକ ଜୟନାରାୟଣ ମିଶ୍ର, ସନ୍ତୋଷ ସିଂ ସାଲୁଜା, ଲକ୍ଷ୍ମଣ ମୁଣ୍ଡା ମଧ୍ୟ ସାମ୍ବାଦିକମାନଙ୍କୁ ପୂର୍ବଭଳି ପ୍ରେସ୍ ଗ୍ୟାଲେରୀରେ ବସିବା ପାଇଁ ଅନୁମତି ଦେବାକୁ ଦାବି କରିଥିଲେ ।

ଶୂନ୍ୟକାଳରେ ମଧ୍ୟ ସାମ୍ବାଦିକମାନଙ୍କୁ ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ ପାଇଁ ଅନୁମତି ଦେବା ପ୍ରସଙ୍ଗ ଜାରି ରହିଥିଲା । ତେବେ ବାଚସ୍ପତି ଶ୍ରୀ ଆରୁଖ କହିଥିଲେ ଯେ, ଅଧିବେଶନ ସରିବାକୁ ଆଉ ମାତ୍ର କିଛିଦିନ ବାକି ରହିଛି । ସର୍ବଦଳୀୟ ବୈଠକରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଗୃହ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବିଧାୟକ ଓ ସାମ୍ବାଦିକମାନଙ୍କ ବସିବା ପାଇଁ ଭିନ୍ନ ବ୍ୟବସ୍ଥା ହୋଇଥିଲା । ଗୃହର ଆସନ୍ତା ଅଧିବେଶନରେ ସେତେବେଳେର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରେସ ଗ୍ୟାଲେରୀକୁ ଗଣମାଧ୍ୟମ ଉପରେ ଥିବା କଟକଣାକୁ ଉଠାଯିବା ନେଇ ନିଷ୍ପତ୍ତି ନିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story