ତୃତୀୟ ଲହର ଲାଗି ଓଡ଼ିଶା କେତେ ପ୍ରସ୍ତୁତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା। ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନିମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଅ ଜୋର୍ ଦେଉଛନ୍ତି। ସେହିପରି ଥାର୍ଡ ୱେଭ ଆସିବା ପୂର୍ବରୁ ଗର୍ଭବତୀଙ୍କ ଟିକାକରଣ ଉପରେ ଫୋକସ୍ ବଢିଛି। ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ। ନଜର ପକାନ୍ତୁ ଶେଷ ତିନି ଦିନର ଗ୍ରାଫ୍ ଉପରେ। […]

covid19

covid19

Tapas Behera
  • Published: Thursday, 08 July 2021
  • Updated: 08 July 2021, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା। ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନିମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଅ ଜୋର୍ ଦେଉଛନ୍ତି। ସେହିପରି ଥାର୍ଡ ୱେଭ ଆସିବା ପୂର୍ବରୁ ଗର୍ଭବତୀଙ୍କ ଟିକାକରଣ ଉପରେ ଫୋକସ୍ ବଢିଛି। ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ।

ନଜର ପକାନ୍ତୁ ଶେଷ ତିନି ଦିନର ଗ୍ରାଫ୍ ଉପରେ। ୬ ତାରିଖରେ ୩୪ ହଜାର, ୭ରେ ୪୪ ହଜାର, ଆଉ ଆଜି ସଂଖ୍ୟା ୪୫ ହଜାର ଉପରେ।  ଓଡ଼ିଶାରେ ବି ତଳ ଉପର ଦୋଳି ଖେଳୁଛି । ସଂକ୍ରମଣ ୬ରେ ୨୪ ଶହକୁ ଖସି ଆସିଥିବା ସଂକ୍ରମଣ, ୭ରେ ଉପରମୁହାଁ ହୋଇ ୨୬ ଶହ ଉପରକୁ ଗଲା।  ଆଉ ଆଜି ୨୫ ଶହ ଉପରେ ଖୋର୍ଦ୍ଧା, କଟକ, ବାଲେଶ୍ୱର ଭଳି କିଛି ଜିଲ୍ଲାରେ ଏବେ ବି ନିୟନ୍ତ୍ରଣକୁ ଆସୁନି ସ୍ଥିତି। ଅପରପକ୍ଷେ ଅଗଷ୍ଚ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ସଂପୂର୍ଣ୍ଣ ଅନଲକ୍ ହେବାକୁ ଯାଉଥିଲା ବେଳେ ଓଡ଼ିଶା ବି ସେହି ଧାରାରେ । ତେଣୁ ଲୋକେ କୋଭିଡ୍ ନିୟମ ନମାନିଲେ ଥାର୍ଡ ୱେଭ ଆସିବା ନିଶ୍ଚିତ ବୋଲି କୁହାଯାଉଛି। ଏପରିକି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ। ଆସନ୍ତା ଅକ୍ଟୋବର ନଭେମ୍ବରରେ ରାଜ୍ୟକୁ ତୃତୀୟ ଲହର ଆଶଙ୍କାର ସଂକେତ ଦେଇଛନ୍ତି। ଏପରି ହେଲେ ଓଡ଼ିଶାରେ ଥାର୍ଡ ୱେଭ ମୁକୁବିଲା ଲାଗି ମୁଖ୍ୟତଃ ତିନିଟି ବିନ୍ଦୁ - ଟିକାକରଣ, ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର।

ଅପରପକ୍ଷରେ କେନ୍ଦ୍ରର ସଂଶୋଧିତ ଗାଇଡ୍ ଲାଇନ୍ ପରେ ରାଜ୍ୟରେ ଅଧିକରୁ ଅଧିକ ଗର୍ଭବତୀ ମହିଳାଙ୍କ ଟିକାକରଣ ଉପରେ ଫୋକସ୍ ରହିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କୁ ଲାଇନ୍ ଦେବାକୁ ପଡ଼ିବ ନାହିଁ। ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ। ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାର ଅନୁଧ୍ୟାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story