ପଙ୍ଗପାଳ ଘଉଡ଼ାଇବେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପଙ୍ଗପାଳ ଦଳ ଉପଦ୍ରବ କଲେ ଅଗ୍ନିଶମ ବାହିନୀ ମାଧ୍ୟମରେ ସେଗୁଡ଼ିକୁ ନିୟନ୍ତ୍ରଣ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ରାଜ୍ୟର ୯ଟି ଜିଲ୍ଲାରେ ପଙ୍ଗପାଳ ଦଳ ଉପଦ୍ରବ କରିବାର ସର୍ବାଧିକ ଆଶଙ୍କା ରହିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଗତକାଲି ଛତିଶଗଡ଼ […]

pangapal-1

pangapal-1

Tapas Behera
  • Published: Tuesday, 02 June 2020
  • Updated: 02 June 2020, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପଙ୍ଗପାଳ ଦଳ ଉପଦ୍ରବ କଲେ ଅଗ୍ନିଶମ ବାହିନୀ ମାଧ୍ୟମରେ ସେଗୁଡ଼ିକୁ ନିୟନ୍ତ୍ରଣ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ରାଜ୍ୟର ୯ଟି ଜିଲ୍ଲାରେ ପଙ୍ଗପାଳ ଦଳ ଉପଦ୍ରବ କରିବାର ସର୍ବାଧିକ ଆଶଙ୍କା ରହିଛି।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଗତକାଲି ଛତିଶଗଡ଼ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି। ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସ୍ଥିର ହୋଇଛି। ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ ରହିଛି । ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଂଚନ କରାଯାଇ ପଙ୍ଗପାଳ ଦଳକୁ ନିୟନ୍ତ୍ରଣ କରାଯିବ ।

ସରକାର ପଙ୍ଗପାଳ ଦଳର ଗତିବିଧି ଉପରେ ଆଗାମୀ ୧୦ଦିନ ପର୍ଯ୍ୟନ୍ତ ତୀକ୍ଷ୍ମଣ ନଜର ରଖିବା ସହ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବେ। ରାଜ୍ୟର ସାଢ଼େ୬ ଲକ୍ଷ ଚାଷୀଙ୍କୁ ହ୍ୱାଟସଅପ୍ ମେସେଜ୍ ଓ ୮ଲକ୍ଷ ଚାଷୀଙ୍କୁ ଭଏସ ମେସେଜ୍ ମାଧ୍ୟମରେ ସଚେତନ କରାଯିବା ସହ ଚାଷୀମାନଙ୍କ  ସଙ୍ଗେ କୃଷି ବିଭାଗ ନିୟମିତ ସମ୍ପର୍କରେ ରହିଥିବା ବୈଠକରେ କୁହାଯାଇଛି। ଏହି ବୈଠକରେ ଅଗ୍ନିଶମ ଡିଜି,ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, କୃଷି ସଚିବ, ଓୟୁଏଟି କୁଳପତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story