- Videos
- Odisha
- ଏପ୍ରିଲ୍ ୪ରେ ରତ୍ନଭଣ୍ଡାର ଯାଞ୍ଚ: ଗାମୁଛା ପିନ୍ଧି ଭିତରକୁ ଯିବେ, ଛାତ ଓ କାନ୍ଥ ଛଡା କିଛି ଛୁଇଁବେନି
ଏପ୍ରିଲ୍ ୪ରେ ରତ୍ନଭଣ୍ଡାର ଯାଞ୍ଚ: ଗାମୁଛା ପିନ୍ଧି ଭିତରକୁ ଯିବେ, ଛାତ ଓ କାନ୍ଥ ଛଡା କିଛି ଛୁଇଁବେନି
- Published: Thursday, 29 March 2018
- , Updated: 29 March 2018, 09:32 PM IST

ପୁରୀ(ଓଡିଶା ରିପୋର୍ଟର): ଦୂର ହେଲା ଦ୍ୱନ୍ଦ୍ୱ । ଯାଞ୍ଚ ହେବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଏପ୍ରିଲ ୪ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଚୂଡ଼ାନ୍ତ ହୋଇଛି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି । ଯେଉଁମାନେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯିବେ, ସେମାନେ କଣ ପିନ୍ଧିବେ ଓ କେମିତି ଯିବେ ସେ ନେଇ ହୋଇଛି କଡ଼ା ନିୟମ। ତା ହେଲେ ଆସନ୍ତୁ ଜାଣିବା ରତ୍ନଭଣ୍ଡାରକୁ ଯାଉଥିବା ବ୍ୟକ୍ତି କ’ଣ ପରିଧାନ କରି ଭିତରକୁ ଯିବେ।

୧- ଗାମୁଛା ପିନ୍ଧି ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ

୨- କେବଳ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ଗାମୁଛା ପିନ୍ଧିପାରିବେ

୩-ଦେହରେ କୌଣସି ଅଳଙ୍କାର ଧାରଣ କରିବେ ନାହିଁ

୪- କୌଣସି ଧାତବ ପଦାର୍ଥ ସାଙ୍ଗରେ ନେଇପାରିବେ ନାହିଁ

୪- ମୋବାଈଲ କିମ୍ୱା ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ନେଇପାରିବେ ନାହିଁ

୫- ଯାଞ୍ଚ ଟିମ୍‌ ରତ୍ନଭଣ୍ଡାରର ଛାତ ଓ କାନ୍ଥକୁ କେବଳ ଛୁଇଁପାରିବେ

୬- ଭଣ୍ଡାର ମଧ୍ୟରେ ରହିଥିବା ଅନ୍ୟ କୌଣସି ପଦାର୍ଥ ସ୍ପର୍ଶ କରିପାରିବେ ନାହିଁ