ବିସ୍ଫୋରଣ ପୂର୍ବର ଦୃଶ୍ୟ ଶୁଟ୍‌ କରୁଥିଲେ ମୃତ ସତ୍ୟ ନାୟକ, କୋହ ସମ୍ଭାଳି ପାରୁ ନାହାନ୍ତି ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ  କିଭଳି ଥିଲା ବିସ୍ଫୋରଣ ପୂର୍ବର ଦୃଶ୍ୟ  ଏହାର ଟିକିନିକି ଭିଡିଓ କରୁଥିଲେ ବିସ୍ଫୋରଣରେ ମୃତ ସତ୍ୟ ନାୟକ।  ଦୁର୍ଘଟଣା ପୂର୍ବରୁ କାମ ଚାଲିଥିବା ସ୍ଥାନରୁ ଅନେକ ଛୋଟ ଛୋଟ ଭିଡିଓ କରି ନିଜ ଘରଲୋକଙ୍କ ନିକଟକୁ ସେ ପଠାଇଥିଲେ । ସେହି ଭିଡିଓ ଗୁଡିକୁ ଦେଖି ଏବେବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ । କେବଳ ସେତିକି […]

689

689

Tapas Behera
  • Published: Monday, 12 October 2020
  • Updated: 12 October 2020, 04:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ  କିଭଳି ଥିଲା ବିସ୍ଫୋରଣ ପୂର୍ବର ଦୃଶ୍ୟ  ଏହାର ଟିକିନିକି ଭିଡିଓ କରୁଥିଲେ ବିସ୍ଫୋରଣରେ ମୃତ ସତ୍ୟ ନାୟକ।  ଦୁର୍ଘଟଣା ପୂର୍ବରୁ କାମ ଚାଲିଥିବା ସ୍ଥାନରୁ ଅନେକ ଛୋଟ ଛୋଟ ଭିଡିଓ କରି ନିଜ ଘରଲୋକଙ୍କ ନିକଟକୁ ସେ ପଠାଇଥିଲେ । ସେହି ଭିଡିଓ ଗୁଡିକୁ ଦେଖି ଏବେବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ ।

କେବଳ ସେତିକି ନୁହେଁ, ବିନା ସୁରକ୍ଷାରେ କାମ ଚାଲିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ସତ୍ୟଙ୍କ ପରିବାର। ମୃତ୍ୟୁ ପୂର୍ବରୁ ଏଭଳି ଅସୁରକ୍ଷିତ କାମ ଦେଖି ସତ୍ୟ ଭୟଭୀତ ଥିବା ମଧ୍ୟ କହିଛନ୍ତି ତାଙ୍କ ପତ୍ନୀ।  ଗତ ୭ ତାରିଖ ଦିନ ରାଜଭବନ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ ।  ତେବେ ଘଟଣାରେ କ୍ଷତିପୂରଣ ସହ ତଦନ୍ତ ଦାବି କରିଛନ୍ତି ସତ୍ୟ ନାୟକଙ୍କ ପରିବାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story