ସୀମାରେ ଏହି ବାଟ ଦେଇ ବେଙ୍ଗଲରୁ ଓଡ଼ିଶା ଆସୁଛନ୍ତି ଲୋକେ !

ଭୁବନେଶ୍ୱର/ୁବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନେ ସମସ୍ତେ ବାଲେଶ୍ୱରର । ତିନି ଦିନ ତଳେ ଗୋଟିଏ ବି ଆକ୍ରାନ୍ତ ନଥିବା ବାଲେଶ୍ୱର ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୭୯ରେ ପହଞ୍ଚିଛି । କେବଳ ବାଲେଶ୍ୱର ନୁହେଁ ଯାଜପୁର, ଭଦ୍ରକରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ […]

_908

Tapas Behera
  • Published: Tuesday, 21 April 2020
  • , Updated: 21 April 2020, 07:47 PM IST

ଭୁବନେଶ୍ୱର/ୁବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉ ୫ ନୂ କରୋନା କ୍ରାନ୍ତ ଚିହ୍ନଟ । ସେମାନେ ସମସ୍ତେ ବାଲେଶ୍ୱରର ତିନି ଦିନ ତଳେ ଗୋଟିଏ ବି କ୍ରାନ୍ତ ନଥିବା ବାଲେଶ୍ୱର ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛିଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୭୯ରେ ପହଞ୍ଚିଛି କେବଳ ବାଲେଶ୍ୱର ନୁହେଁ ଯାଜପୁର, ଭଦ୍ରକରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ରମ୍ଭ ହୋଇଛିବିଶେଷକରି କ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ ସାମ୍ନାକୁ ସିବା ପରେ ସୀମାରେ ଥିବା ଗଳାବାଟ କିଭଳି ବନ୍ଦ ହେବ ତାହା ବି ନୂ ଚ୍ୟାଲେଞ୍ଜ ପାଲଟିଛିଭୁବନେଶ୍ୱର ପରେ ଏବେ ଚିନ୍ତା ବଢ଼ାଇଛି ଏଇ ତିନି ଜିଲ୍ଲା

ଯାଜପୁର, ଭଦ୍ରକ, ବାଲେଶ୍ୱର ସଂକ୍ରମିତଙ୍କ ସଂଖ୍ୟା ମିଶି ୨୩ରେ ପହଞ୍ଚିଛି। ଜି ଚିହ୍ନଟ ସମସ୍ତ ୫ କ୍ରାନ୍ତ ବାଲେଶ୍ୱର ଜିଲ୍ଲାର ଫଳରେ ୧୮ ତାରିଖରେ ଜିଲ୍ଲାରେ ପ୍ରଥମ ପଜିଟିଭ୍ ଚିହ୍ନଟ ପରଠୁ ମାତ୍ର ୩ ଦିନରେ ଏଠି କ୍ରାନ୍ତଙ୍କ ସଂଖ୍ୟା ୮କୁ ବଢ଼ିଯାଇଛିନୂ କ୍ରାନ୍ତଙ୍କ ଭିତରୁ ୨ ପୁରୁଷ, ଦୁଇ ଜଣ ମହିଳା ଓ ଜଣେ ୧୨ ବର୍ଷର ବାଳକ ଏବଂ ଏମାନେ ସମସ୍ତେ ୧୮ ତାରିଖରେ ଚିହ୍ନଟ ୬୧ ନମ୍ବର ସଂକ୍ରମିତଙ୍କ ନିକଟ ସଂପର୍କୀୟ ବୋଲି ସରକାର ସୂଚନା ଦେଇଛନ୍ତି ସେପଟେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ଗତ ଦୁଇ ଦିନରେ ୧୮ ପଜିଟିଭ୍ ବାହାରିବା ପରେ ସ୍ଥିତିର ମୁକାବିଲା ପାଇଁ  ୩ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରଯାଇଛିଏଥିସହ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର, ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି

 ହେଲେ କରୋନାକୁ ନେଇ ହଠାତ୍ ଏ ତିନି ଜିଲ୍ଲାରେ କାହିଁକି ଏଭଳି ସ୍ଥିତି? କାହିଁକି ବଢୁଛି ଏ ସଂଖ୍ୟା ? ଗତକାଲି କ୍ରାନ୍ତ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ସାମ୍ନାକୁ ସିବା ପରେ ଏବେ  ପଶ୍ଚିମବଙ୍ଗ ସହ ଥିବା ଓଡିଶାର ସୀମାକୁ ନେଇ ଚିନ୍ତା ବଢ଼ିଛି। କାରଣ ବାଲେଶ୍ୱର ଓ ମୟୂରଭଞ୍ଜକୁ ଲାଗି ଓଡ଼ିଶା ସହ ପଶ୍ଚିମବଙ୍ଗର ରହିଛି ୨୦୨ କିଲୋମିଟରର ସୀମା ଏହା ଭିତରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସହ ଶତାଧିକ ଗ୍ରାମ୍ୟ ରାସ୍ତା ଓ ନଦୀ ଘାଟ ବି ରହିଛି

ସେସବୁ ଭିତରେ ପ୍ରମୁଖ ପ୍ରବେଶପଥ ହେଉଛି ବାଲେଶ୍ୱର ଜିଲ୍ଲାରେ ଥିବା ଲକ୍ଷ୍ମଣନାଥ ଚେକ୍‌ଗେଟ୍ ସାହାବାଜିପୁର ଠାରେ ଥିବା ଚନ୍ଦନେଶ୍ୱର-ଦୀଘା ଚେକ୍‌ଗେଟ୍, ମୟୂରଭଞ୍ଜରେ ଥିବା ଜାମଶୋଳା ଓ ହାତୀବାରୀ ଚେକ୍ ଗେଟ୍ ଆଦି ଯାଗାରେ ଚେକ୍ ହେଉଛିକିନ୍ତୁ ଜଳେଶ୍ୱର ବାଲିମିରେ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଉ ପ୍ରବେଶପଥକୁ ଦୁଇ ରାଜ୍ୟର ସୀମା ଚିରି ଯାଇଥିବା ଉକ୍ତ ରାସ୍ତାରେ ବାଉଁଶବାଡ଼ ତ ଦିଯାଇଥିଲା,ହେଲେ ଏବେ ଯାଅଆସ ସବୁ ଚାଲିଛି

ଜଳେଶ୍ୱର ଓ ଭୋଗରାଇ ବ୍ଲକ୍ର ୯୦ଟିଗାଁ ପଶ୍ଚିମବଙ୍ଗକୁ ଲାଗିଥିବାରୁ ଏସବୁ ଗାଁରେ ବି ଏମିତି ଗଳାବାଟରେ ତଯାତ ଚାଲିଥିବାରୁ ଲୋକେ ଶଙ୍କାରେ ଅଛନ୍ତି। ଏପରିକି ଜି ଆରଡିସି ମଧ୍ୟ ସ୍ୱୀକାର କରିଛନ୍ତି ଲକ୍‌ଡାଉନ୍ ବେଳେ ସୀମା ସିଲ୍ ସତ୍ତ୍ୱେ କିଛି ଲୋକ ମ୍ବୁଲାନ୍ସରେ ଏବଂ କିଛି ଲୋକ ପାଦରେ ଚାଲି ଚାଲି ବିଲ ମଧ୍ୟ ଦେଇ ଓଡିଶାକୁ ପଶି ସିଛନ୍ତିଏଭଳି ସ୍ଥିତିରେ ପୁଲିସ ଡିଜି ଅଭୟ ଜି ଜଳେଶ୍ୱର ସ୍ଥିତ ଲକ୍ଷ୍ମଣନାଥ ଟୋଲଗେଟ୍ ସି ସ୍ଥିତିର ସମୀକ୍ଷା କରିଛନ୍ତି

 

 

କ୍‌ଡାଉନ୍ ପରେ ସୀମା ଡେଇଁ ପଶ୍ଚିମବଙ୍ଗରୁ କେଉଁମାନେ ସିଛନ୍ତି, ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ତେଣୁ ସରପଞ୍ଚ  ଜିପିଇଓମାନଙ୍କ ଦ୍ୱାରା ଏନେଇ ଡାଟା ପ୍ରସ୍ତୁତ ଚାଲିଛି ଗତ ୧୪ ଦିନ ଭିତରେ ତିନି ଜିଲ୍ଲାକୁ ସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଥିବା କେନ୍ଦ୍ରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି

 

Related story