ଫାଇନାଲ କଲା CBSE , ଚିନ୍ତା କରୁଛି HSCE

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ ୪ରୁ ଜୁନ୍ ୧୦ ଭିତରେ ବୋର୍ଡ ପରୀକ୍ଷା ଦେବେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା । ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶଙ୍କ ଏହି ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ । ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ ପରେ କେବେ ହେବ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ […]

plus-2-student

plus-2-student

Tapas Behera
  • Published: Friday, 01 January 2021
  • Updated: 01 January 2021, 07:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ ୪ରୁ ଜୁନ୍ ୧୦ ଭିତରେ ବୋର୍ଡ ପରୀକ୍ଷା ଦେବେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା । ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶଙ୍କ ଏହି ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ । ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ ପରେ କେବେ ହେବ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ।

ରାଜ୍ୟରେ ଏଯାଏଁ ସ୍କୁଲ୍ ଖୋଲିବା କି ପରୀକ୍ଷା ସମ୍ପର୍କରେ କିଛି ବି ନିଷ୍ପତ୍ତି ନେଇନି ସ୍କୁଲ ଓ ଗଣଶିକ୍ଷା ବିଭାଗ।  ଫଳରେ ଧିମା ପାରିଛି ପିଲାଙ୍କ ପ୍ରସ୍ତୁତି । ଗୋଟିଏ ପଟେ ୨୦୨୧ ପ୍ରବେଶ ପରେ ବି ରାଜ୍ୟରେ ଖୋଲିପାରିନି ଗୋଟିଏ ହେଲେ ବିଦ୍ୟାଳୟ । ତେଣୁ ଆଗକୁ ବାକି ଶିକ୍ଷାବର୍ଷର ପାଠପଢ଼ା କେମିତି ହବେ, ଅଫଲାଇନରେ ଶ୍ରେଣୀ ଶିକ୍ଷା ଦାନ ହେବ କି ନାହିଁ, ପରୀକ୍ଷା କେବେ ହେବ ସେ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଏପଟେ ମାର୍ଚ୍ଚ ୧ରୁ ସିବିଏସ୍ଇ ପ୍ରାକ୍ଟିକାଲ ପରୀକ୍ଷା କେମିତି ହେବ ଏବଂ ସିବିଏସଇ ସିଲାବସ ଅନୁକରଣ କରୁଥିବା ରାଜ୍ୟର ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପାଇଁ ସରକାର କି ପଦକ୍ଷେପ ନେବେ ତାକୁ ନେଇ ଲାଗି ରହିଛି ଆଶା ଆଶଙ୍କା।

ଏପଟେ ସିବିଏସ୍ଇ ତାରିଖ ଘୋଷଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କରିଛି ମାନସ ମନ୍ଥନ।  ଅଗ୍ରାଧିକାର ଭିତ୍ତିରେ ସିବିଏସ୍ଇ ପାଠ୍ୟକ୍ରମ ପଢାଯାଉଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ କିପରି ସମାନ ତାରିଖରେ ପରୀକ୍ଷା ହେବ ସେନେଇ ବିଚାର ବିମର୍ଶ କରାଯାଇଛି । ରାଜ୍ୟରେ କୋରନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କଥା ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ରାଜ୍ୟରେ ପ୍ରାୟ ୯ ହଜାରରୁ ଅଧିକ ହାଇସ୍କୁଲ୍ ଓ ପ୍ରାୟ ୧୨ ଶହ ଯୁକ୍ତ ଦୁଇ କଲେଜ ରହିଛି ମାଟ୍ରିକରେ ପ୍ରତିବର୍ଷ ପାଖାପାଖି ୬ଲକ୍ଷ ପିଲା ପରୀକ୍ଷା ଦେଉଥିବାବେଳେ ଯୁକ୍ତ ଦୁଇରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story