କଟକର ଖଳନାୟକ ଜୀବନ ସହ ଖେଳୁଛନ୍ତି ଖେଳ!

କଟକ (ଓଡ଼ିଶା ରିପୋର୍ଟର): ମଣିଷ ଜୀବନ ସହିତ ଚାଲିଛି ଖେଳ। ଖାଦ୍ୟ ବଦଳରେ ଦିଆଯାଉଛି ବିଷ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଆଜି ପୁଣି ଜଗତପୁର ଶିଳ୍ପାଞ୍ଚଳରୁ ଜବତ ହୋଇଛି ନକଲି ହଳଦୀ ଓ ଲଙ୍କା ଗୁଣ୍ଡ। ମାଲଗୋଦାମ ପରେ ଜଗତପୁର ଶିଳ୍ପାଞ୍ଚଳରେ ଏପରି ନକଲି କାରଖାନା ଠାବ ହେବାଠାରୁ ଖାଉଟିଙ୍କ ମଧ୍ୟରେ ଛନକା ପଶି ଯାଇଛି। ପ୍ରକୃତରେ ଆମେ ପ୍ରତିଦିନ ଖାଉଥିବା ହଳଦୀ, ଲଙ୍କା ସମେତ ଅନ୍ୟାନ୍ୟ ଗୁଣ୍ଡର ମାନ ଠିକ୍‌ ଅଛି ତ? ଆଜି […]

duplicate-tarmary-powder

duplicate-tarmary-powder

Manoranjan Sial
  • Published: Saturday, 14 November 2020
  • Updated: 14 November 2020, 06:27 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମଣିଷ ଜୀବନ ସହିତ ଚାଲିଛି ଖେଳ। ଖାଦ୍ୟ ବଦଳରେ ଦିଆଯାଉଛି ବିଷ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଆଜି ପୁଣି ଜଗତପୁର ଶିଳ୍ପାଞ୍ଚଳରୁ ଜବତ ହୋଇଛି ନକଲି ହଳଦୀ ଓ ଲଙ୍କା ଗୁଣ୍ଡ। ମାଲଗୋଦାମ ପରେ ଜଗତପୁର ଶିଳ୍ପାଞ୍ଚଳରେ ଏପରି ନକଲି କାରଖାନା ଠାବ ହେବାଠାରୁ ଖାଉଟିଙ୍କ ମଧ୍ୟରେ ଛନକା ପଶି ଯାଇଛି। ପ୍ରକୃତରେ ଆମେ ପ୍ରତିଦିନ ଖାଉଥିବା ହଳଦୀ, ଲଙ୍କା ସମେତ ଅନ୍ୟାନ୍ୟ ଗୁଣ୍ଡର ମାନ ଠିକ୍‌ ଅଛି ତ?

ଆଜି ଜଗତପୁର ଶିଳ୍ପାଞ୍ଚଳରୁ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ତିଆରି କାରଖାନା ଠାବ ହୋଇଛି। ଏଠାରୁ ୫୦ କ୍ୱିଣ୍ଟାଲରୁ ଅଧିକ ଓଜନର ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜବତ କରିଛି କମିଶନରେଟ ପୁଲିସ। ଏହି ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

କୌଣସି ସୂତ୍ରରୁ ଖବର ପାଇ କଟକ ମହାନଗର ନିଗମ(ସିଏମ୍‌ସି)ର ଫୁଡ୍‌ ସେଫ୍‌ଟି ଅଧିକାରୀ ଓ  କମିଶନରେଟ ପୁଲିସର ଏକ ଟିମ୍‌ ଆଜି ନକଲି ଫ୍ୟାକ୍ଟ୍ରୀ ଉପରେ ଚଢ଼ଉ କରିଥିଲା। ସେଠାରୁ ପୁଲିସ ନିମ୍ନମାନର ଅରୁଆ ଚାଉଳ, ହଳଦୀ, ଶୁଖିଲା ଲଙ୍କା ସହିତ ବିଭିନ୍ନ ପ୍ରକାର କେମିକାଲ ଜବତ କରିଛି। ମନ୍ଦିର ବ୍ରାଣ୍ଡ ନାଁରେ ପ୍ୟାକେଟ କରି ବିକ୍ରି ହେଉଥିଲା ଏହି ସବୁ ସାମଗ୍ରୀ।

ଗତ ସେପ୍ଟେମ୍ୱରରେ ମଧ୍ୟ ନକଲି ଟମାଟୋ ଓ ଚିଲି ସସ୍ କାରଖାନା ଠାବ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story