ସ୍ତ୍ରୀକୁ ଭୁଜାଲିରେ ହାଣି ନିଜେ ଝୁଲି ପଡ଼ିଲେ ସ୍ୱାମୀ

ସୋନପୁର (ରବୀନ୍ଦ୍ର ହୋତା): ସାମାନ୍ୟ କଥାକୁ ନେଇ ଆରମ୍ଭ ହେଲା ବଚସା। କ୍ରମଶଃ ଏହା  ହାତାହାତି ପର୍ଯ୍ୟନ୍ତ ଗଲା। ଶେଷରେ ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ନିଜ ଜୀବନ ହାରିଦେଲେ ସ୍ୱାମୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ ଘଟିଛି ଏହି ଘଟଣା।  ମୃତକ ଜଣକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ ହୋଇଥିବା ଗୁରୁତର ଥିବା ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ। ବନ୍ତୋଷ ଓ ରଞ୍ଜିତାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିବାରୁ ରଞ୍ଜିତା ନିଜ […]

hand

hand

Niharika Rout
  • Published: Thursday, 03 November 2022
  • Updated: 03 November 2022, 01:50 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ସାମାନ୍ୟ କଥାକୁ ନେଇ ଆରମ୍ଭ ହେଲା ବଚସା। କ୍ରମଶଃ ଏହା  ହାତାହାତି ପର୍ଯ୍ୟନ୍ତ ଗଲା। ଶେଷରେ ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ନିଜ ଜୀବନ ହାରିଦେଲେ ସ୍ୱାମୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ ଘଟିଛି ଏହି ଘଟଣା।  ମୃତକ ଜଣକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ ହୋଇଥିବା ଗୁରୁତର ଥିବା ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ।

ବନ୍ତୋଷ ଓ ରଞ୍ଜିତାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିବାରୁ ରଞ୍ଜିତା ନିଜ ବାପ ଘରକୁ ପଳାଇ ଯାଇଥିଲେ। ଏହାପରେ ବନ୍ତୋଷ ମଧ୍ୟ ଶ୍ୱଶୁର ଘରକୁ ଆସିଥିଲେ। ଏଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଆଜି ସକାଳେ ଗଣ୍ଡଗୋଳ ହୋଇଥିଲା ।

ଏଥିରେ ଉତ୍ତ୍ୟକ୍ତ ବନ୍ତୋଷ ପତ୍ନୀ ରଞ୍ଚିତାଙ୍କୁ ଏକ ଭୁଜାଲିରେ ହାଣି ଦେଇଥିଲେ। ରଞ୍ଜିତା ତଳେ ପଡ଼ିଯିବା ସହ ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଭାବି ଛାନିଆ ହୋଇ ପଡ଼ିଲେ ବନ୍ତୋଷ । ଏହା ପରେ ସେ ଏକ ରୁମ୍‌କୁ ଯାଇ କବାଟ ବନ୍ଦ କରି ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିଲେ।

ରଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାଯାଇଛି। ବୀରମହାରାଜପୁର ପୁଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story