କାମୁଡ଼ି ଦେଲା ସାପ; ଆଖି ବୁଜିଲେ ସ୍ୱାମୀ, ସ୍ତ୍ରୀ ଗୁରୁତର

ବଣାଇ (ରଞ୍ଜିତ ଚୌଧୁରୀ):ସାପ କାମୁଡ଼ାରେ ସ୍ୱାମୀ ଆଖି ବୁଜିଥିବା ବେଳେ ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅର୍କେଇକଳା ଗ୍ରାମରେ ଘଟିଛି। ଏହି ଗ୍ରାମର ମୂରଲୀ ଡାଁଗୁଆ ଓ ସ୍ତ୍ରୀ ଅହଲ୍ୟା ଗତକାଲି ରାତିରେ ଶୋଇଥିଲେ। ତେବେ ହଠାତ୍‌ ମୂରଲୀଙ୍କ ଚିତ୍କାର ଶୁଣି ଅହଲ୍ୟା ଉଠି ପଡ଼ିଥିଲେ। ସ୍ୱାମୀଙ୍କୁ ସାପ କାମୁଡି ଦେଇଥିବା ଦେଖିଥିଲେ। ତେବେ ତା’ ଭିତରେ ସାପଟି ତାଙ୍କୁ ମଧ୍ୟ ଚୋଟ […]

Snake and the Dead person

Snake and the Dead person

Niharika Rout
  • Published: Tuesday, 18 May 2021
  • Updated: 18 May 2021, 01:32 PM IST

ବଣାଇ (ରଞ୍ଜିତ ଚୌଧୁରୀ):ସାପ କାମୁଡ଼ାରେ ସ୍ୱାମୀ ଆଖି ବୁଜିଥିବା ବେଳେ ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅର୍କେଇକଳା ଗ୍ରାମରେ ଘଟିଛି।

ଏହି ଗ୍ରାମର ମୂରଲୀ ଡାଁଗୁଆ ଓ ସ୍ତ୍ରୀ ଅହଲ୍ୟା ଗତକାଲି ରାତିରେ ଶୋଇଥିଲେ। ତେବେ ହଠାତ୍‌ ମୂରଲୀଙ୍କ ଚିତ୍କାର ଶୁଣି ଅହଲ୍ୟା ଉଠି ପଡ଼ିଥିଲେ। ସ୍ୱାମୀଙ୍କୁ ସାପ କାମୁଡି ଦେଇଥିବା ଦେଖିଥିଲେ। ତେବେ ତା’ ଭିତରେ ସାପଟି ତାଙ୍କୁ ମଧ୍ୟ ଚୋଟ ମାରିଥିଲା।

ତୁରନ୍ତ ଘରର ଅନ୍ୟ ସଦସ୍ୟ ଏହି ଦୁଇ ଜଣଙ୍କୁ ବଣାଇ ଡାକ୍ତର ଖାନାକୁ ନେଉଥିବା ବେଳେ ବାଟରେ ମୂରଲୀଙ୍କ ମୃତ୍ୟୁ ଘଟିଥିଲା।  ହେଲେ ତାଙ୍କ ସ୍ତ୍ରୀ ଅହଲ୍ୟା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

ଲହୁଣୀପଡ଼ା ପୁଲିସ୍ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story