ସୈତାନ ପାଲଟିଗଲା ସ୍ୱାମୀ, ସ୍ତ୍ରୀର ବେକ କାଟିଦେଲା!

ରାଉରକେଲା (ପବନ ତିୱାରୀ): ସେଦିନ ସତ୍ୟବାନଙ୍କ ଜୀବନ ଭିକ୍ଷା କରିଥିଲେ ସାବିତ୍ରୀ। ଆଉ ଆଜି ସେହି ସତ୍ୟବାନ ପାଲଟିଗଲା ସୈତାନ। ନିଜର ହିତାହିତ ଜ୍ଞାନ ହରାଇ ସାବିତ୍ରୀର ବେକ କାଟି ହତ୍ୟାକଲା। ହେଲେ ସିଏ ପୁରାଣ ଥିଲା, ଇଏ ସତ୍ୟ ଘଟଣା। ଆଉ ସିଏ ସତ୍ୟବାନ ଥିଲେ, ଇଏ ସୈତାନ ରାମଧନ ସାହୁ। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଫାର୍ସାଟୋଲାରେ ଘଟିଛି। ପୂରା ଘଟଣାଟି ଏମିତି। ସାବିତ୍ରୀ ସାହୁ ଜଣେ ବିବାହିତ ମହିଳା। […]

murder

murder

Manoranjan Sial
  • Published: Sunday, 27 December 2020
  • Updated: 27 December 2020, 10:46 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ସେଦିନ ସତ୍ୟବାନଙ୍କ ଜୀବନ ଭିକ୍ଷା କରିଥିଲେ ସାବିତ୍ରୀ। ଆଉ ଆଜି ସେହି ସତ୍ୟବାନ ପାଲଟିଗଲା ସୈତାନ। ନିଜର ହିତାହିତ ଜ୍ଞାନ ହରାଇ ସାବିତ୍ରୀର ବେକ କାଟି ହତ୍ୟାକଲା। ହେଲେ ସିଏ ପୁରାଣ ଥିଲା, ଇଏ ସତ୍ୟ ଘଟଣା। ଆଉ ସିଏ ସତ୍ୟବାନ ଥିଲେ, ଇଏ ସୈତାନ ରାମଧନ ସାହୁ। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଫାର୍ସାଟୋଲାରେ ଘଟିଛି।

ପୂରା ଘଟଣାଟି ଏମିତି। ସାବିତ୍ରୀ ସାହୁ ଜଣେ ବିବାହିତ ମହିଳା। ତାଙ୍କର ଗୋଟିଏ ପିଲା ଅଛି। ଏହାରି ଭିତରେ ତାଙ୍କର ରାମଧନ ସାହୁଙ୍କ ସହିତ ଦେଖାହୁଏ। ଆଖିରେ ଆଖି ମିଶେ। ପରେ ଉଭୟ ମନ ଦିଆନିଆ ହୁଅନ୍ତି। ଶେଷରେ ଉପୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନିଆ। ପ୍ରଥମ ସ୍ୱାମୀ ଓ ପିଲାକୁ ଛାଡ଼ି ରାମଧନଙ୍କ ହାତ ଧରନ୍ତି ସାବିତ୍ରୀ। ବିବାହ ପରେ ଉଭୟ ଫାର୍ସାଟୋଲାରେ ରୁହନ୍ତି।

ଦୀର୍ଘ ବର୍ଷର ବୈବାହିକ ଜୀବନ ଭିତରେ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳି ଲାଗେ। ଦିନକୁ ଦିନ ସ୍ଥିତି ଖରାପ ହେଉଥିବା ଦେଖି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଚାହୁଁଥିଲେ ସାବିତ୍ରୀ। ତେବେ ଆଜି ପାରିବାରିକ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ରାଗରେ ରାମଧନ ଏକ ଚାପଡ୍‌ରେ ପତ୍ନୀ ସାବିତ୍ରୀଙ୍କ ବେକକୁ କାଟି ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଅଭିଯୋଗ ହେବା ପରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ମୃତଦେହ ଜବତ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story