ବରଦାସ୍ତ ହେଲାନି ସ୍ତ୍ରୀର ପରକିୟା ପ୍ରୀତି, ସ୍ୱାମୀ ଘଟାଇଲା ଏପରି କାଣ୍ଡ

ତେଲକୋଇ(ଚିନ୍ମୟ କୁମାର ସାହୁ): ‘ତୁ ମୋର ନ ହେଲେ ନାହିଁ, କିନ୍ତୁ ତତେ ଆଉ କାହାର ବି ହେବାକୁ ଦେବିନି। ’  ନିଜର ୨ ଛୁଆଙ୍କୁ ଏଡ଼ାଇ ପ୍ରେମିକ ସହ ପତ୍ନୀ ଚାଲି ଯିବା ପରେ ବରଦାସ୍ତ କରିବା ପରିସ୍ଥିତିରେ ନ ଥିବା ସ୍ୱାମୀ ଏପରି ପ୍ରତିଶୋଧର ନିଆଁରେ ଜଳୁଥିଲେ।  ସୁଯୋଗ ଅପେକ୍ଷାରେ ଥିବା ସ୍ୱାମୀ ଶେଷରେ ନିଜ ହାତରେ ନେଇଗଲେ ପତ୍ନୀର ଜୀବନ। ପରକିୟା  ପ୍ରୀତିରୁ ଛାରଖାର ହୋଇଗଲା ସୁନାର ସଂସାର । ମା’ ଆଖି […]

relation

relation

Niharika Rout
  • Published: Wednesday, 11 May 2022
  • Updated: 11 May 2022, 02:51 PM IST

ତେଲକୋଇ(ଚିନ୍ମୟ କୁମାର ସାହୁ): ‘ତୁ ମୋର ନ ହେଲେ ନାହିଁ, କିନ୍ତୁ ତତେ ଆଉ କାହାର ବି ହେବାକୁ ଦେବିନି। ’  ନିଜର ୨ ଛୁଆଙ୍କୁ ଏଡ଼ାଇ ପ୍ରେମିକ ସହ ପତ୍ନୀ ଚାଲି ଯିବା ପରେ ବରଦାସ୍ତ କରିବା ପରିସ୍ଥିତିରେ ନ ଥିବା ସ୍ୱାମୀ ଏପରି ପ୍ରତିଶୋଧର ନିଆଁରେ ଜଳୁଥିଲେ।  ସୁଯୋଗ ଅପେକ୍ଷାରେ ଥିବା ସ୍ୱାମୀ ଶେଷରେ ନିଜ ହାତରେ ନେଇଗଲେ ପତ୍ନୀର ଜୀବନ। ପରକିୟା  ପ୍ରୀତିରୁ ଛାରଖାର ହୋଇଗଲା ସୁନାର ସଂସାର । ମା’ ଆଖି ବୁଜି ସାରିଥିବା ବେଳେ ବାପା ବି ପୁଲିସ୍‌ ହେପାଜତକୁ ପଳାଇ ଯାଇଥିବା ବେଳେ ଏବେ ବେସହାରା ହୋଇ ପଡ଼ିଛନ୍ତି ୨ କଅଁଳ ଶିଶୁ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ଘଟିଛି।

ସିରିଗିଡା ଗ୍ରାମ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ନାୟକ ସାହିର ବବିତା ପେଣ୍ଠେଇଙ୍କୁ ପ୍ରେମ ବିବାହ କରିଥିଲେ।  ସେମାନଙ୍କ ଏକ ୩ ବର୍ଷ ର ପୁଅ ଓ ଦେଢ଼ ବର୍ଷର ଝିଅ ଅଛି। ହେଲେ ବେଶି ଦିନ ତିଷ୍ଠିଲାନି ହସଖୁସିର ସଂସାର ।

ନରୋତ୍ତମ ବାହାରେ କାମ କରୁଥିବା ବେଳେ ବବିତାଙ୍କର ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ଗତ ୬ ତାରିଖରେ ବବିତା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଉକ୍ତ ଯୁବକଙ୍କ ସାଙ୍ଗରେ କେଉଁଆଡେ ପଳାଇଥିଲେ । ଦୁଇ ଦିନ ପୂର୍ବରୁ  ସେମାନେ ଗାଁକୁ ଫେରିଥିଲେ ।

ନରୋତ୍ତମ କିନ୍ତୁ ଆଉ ପତ୍ନୀଙ୍କୁ ଗ୍ରହଣ ନ କରିବାରୁ ସେ ନିଜ ବାପ ଘରେ ରହିଥିଲା । ଏ ଘଟଣା ପରଠାରୁ ନରୋତ୍ତମଙ୍କ ମାନସିକ ସ୍ଥିତି ଭଲ ନଥିଲା ।  ପ୍ରତିଶୋଧ ନିଆଁରେ ଜଳୁଥିବା ନରୋତ୍ତମ ସୁଯୋଗ ଅପେକ୍ଷାରେ ଥିଲେ ।

ଗତକାଲି ରାତିରେ ନରୋତ୍ତମ ଘରୁ ଏକ ଟାଙ୍ଗିଆ ଧରି ବବିତାଙ୍କ ବାପଘରକୁ ଯାଇଥିଲେ।  ବବିତା ଓ ତାଙ୍କ ମା’ ଏକ ଘରେ ଶୋଇଥିବା ବେଳେ ଉକ୍ତ ଝରକାରେ ଗ୍ରୀଲ୍‌ ଲାଗି ନ ଥିବାରୁ ତାହା ଖାଲିଥିଲା। ଏହାଦେଖି ନରୋତ୍ତମ ଉକ୍ତ ଝରକା ବାଟେ ରୁମ୍‌ରେ ପଶି ବବିତାଙ୍କ ବେକକୁ ଟାଙ୍ଗିଆରେ ଏକ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଏହାଦେଖି ଶାଶୁ ଗୋମତି  ଚିତ୍କାର କରିବା ସହ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଧକ୍କା ଦେଇ ଫେରାର ହୋଇଯାଇଥିଲେ।  ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥସହ ଅଭିଯୁକ୍ତ ନରୋତ୍ତମ ଘରେ ଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story