ପିଶାଚ ସ୍ୱାମୀ: ସ୍ତ୍ରୀର ତଣ୍ଟି ଚିପି ଫେରାର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  ସ୍ତ୍ରୀ ପାଇଁ ସ୍ୱାମୀ ହେଉଛି ଇହକାଳ ପରକାଳର ସାଥି । ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ । କିନ୍ତୁ କିଛି ଜାଗାରେ ଦେବତାରୁ ପିଶାଚ ସାଜିଯାଏ ସ୍ୱାମୀ । ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସଂସା ଗାଁରେ […]

deadbody

deadbody

Niharika Rout
  • Published: Saturday, 27 March 2021
  • Updated: 27 March 2021, 12:49 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  ସ୍ତ୍ରୀ ପାଇଁ ସ୍ୱାମୀ ହେଉଛି ଇହକାଳ ପରକାଳର ସାଥି । ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ । କିନ୍ତୁ କିଛି ଜାଗାରେ ଦେବତାରୁ ପିଶାଚ ସାଜିଯାଏ ସ୍ୱାମୀ । ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସଂସା ଗାଁରେ ।

ଗାଁର ସୁଦାମ ସାହୁ ନିଜ ସ୍ତ୍ରୀ ଦଶମୀ ସାହୁକୁ ହତ୍ୟାକରି ଫେରାର ହୋଇଯାଇଛି। ଗତ ଦଶ ବର୍ଷ ତଳେ ଦଶମୀକୁ ବାହା ହୋଇଥିଲା ସୁଦାମ । ପୁଅଟିଏ ଓ ଝିଅଟିଏ ମଧ୍ୟ ଅଛନ୍ତି । ଗତକାଲି ବିଲମ୍ୱିତ ରାତିରେ କୌଣସି କାରଣକୁ ନେଇ ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଲା। ପିଶାଚ ସ୍ୱାମୀ ହିତାହିତ ଜ୍ଞାନ ଭୁଳି ନିଜ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୁଦାମ ଫେରାର ଥିବା ବେଲେ ଆଗଲପୁର ଫାଣ୍ଡି ପୁଲିସ୍‌ ଏବଂ ଲୋଇସିଂହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଚିଂ ଛାନଭିନ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଥିବା ବେଲେ କାରଣ ଜଣାପଡିନାହିଁ । ହତ୍ୟାକାରୀ ସ୍ୱାମୀକୁ ଗିରଫ କଳା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story