ମୁଁ ଟିକା ନେଇଛି...

ଆସିକା(ମନୋଜ ମୁନୀ): ମୁଁ ଟିକା ନେଇଛି…। ଆଜିକାଲି ବୁଲା ବିକାଳୀମାନେ ନିଜ ଝୁଡ଼ିରେ ଓ ଠେଲା ଆଗରେ ଏମିତି ଲେଖିଛନ୍ତି। କରୋନା ବିରୋଧୀ ଲଢ଼େଇରେ ଟିକା ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବୁଲା ବିକାଳୀମାନେ ଏପରି ଲେଖିଥିବା ଦେଖିବାକୁ ମିଳିଛି। ଯାହାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କରୋନା ପ୍ରଥମ ଲହର ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିଲା। ପ୍ରତିଦିନ ଶହଶହ କରୋନାରେ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ […]

I-AM-VACCINATED

I-AM-VACCINATED

Manoranjan Sial
  • Published: Monday, 02 August 2021
  • Updated: 02 August 2021, 05:34 PM IST

Sports

Latest News

ଆସିକା(ମନୋଜ ମୁନୀ): ମୁଁ ଟିକା ନେଇଛି...। ଆଜିକାଲି ବୁଲା ବିକାଳୀମାନେ ନିଜ ଝୁଡ଼ିରେ ଓ ଠେଲା ଆଗରେ ଏମିତି ଲେଖିଛନ୍ତି। କରୋନା ବିରୋଧୀ ଲଢ଼େଇରେ ଟିକା ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବୁଲା ବିକାଳୀମାନେ ଏପରି ଲେଖିଥିବା ଦେଖିବାକୁ ମିଳିଛି। ଯାହାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

କରୋନା ପ୍ରଥମ ଲହର ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିଲା। ପ୍ରତିଦିନ ଶହଶହ କରୋନାରେ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିଲା। ପରେ କଠୋର ହୋଇଥିଲା। ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିଲା। ଦ୍ୱିତୀୟ ଲହର ବେଳେ ଜୀବିକା ସହ ଜୀବନକୁ ଗୁରୁତ୍ୱ ଦେଇଥିଲେ ରାଜ୍ୟ ସରକାର। ଯାହାକୁ ଲକ୍ଷ୍ୟ କରି ବ୍ୟବସ୍ଥିତ ଢ଼ଙ୍ଗରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଥିଲେ। ଆଉ ଏଥିରେ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଯାହାଫଳରେ କରୋନା ଦ୍ୱିତୀୟ ଲହର ଜିଲ୍ଲାବାସୀଙ୍କୁ ବେଶୀ ପ୍ରଭାବିତ କରିପାରିନଥିଲା। ଏବେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିଲେ ସୁଦ୍ଧା ଭୟ ଯାଇନଥିବାରୁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି।

https://twitter.com/Ganjam_Admin/status/1422122546598596609?s=20

ଟିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ହିଞ୍ଜିଳିକାଟୁ ପୌରପରିଷଦରେ ବୁଲା ବିକାଳୀମାନେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଠେଲା ହେଉ ବା ମୁଣ୍ଡ ଉପାରେ ଥିବା ଝୁଡ଼ିରେ ଲେଖୁଛନ୍ତି ମୁଁ ଟିକା ନେଇଛି...। ହିଂଜିଳି ବସଷ୍ଟାଣ୍ଡଠାରେ ସମସ୍ତ ବୁଲା ବିକାଳି ଓ ସମସ୍ତ ପ୍ରକାର ଠେଲାଗାଡି ବ୍ୟବସାୟୀମନେ ଭ୍ୟାକ୍‌ସିନ ନେଇ ନିଜକୁ ସୁରକ୍ଷିତ ଥିବା ଦର୍ଶାଇ ଛନ୍ତି। ଏପରିକି ଅନ୍ୟମାନଙ୍କୁ ଭ୍ୟାକ୍‌ସିନ ନେବା ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି। ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story