ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ଜେଲରେ ଥିବା ସାଂସଦ

ଭୁବେନଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଅନୁମତି ଲୋଡ଼ିଲେ ବିଜ଼େଡି ସାଂସଦ ରାମଚନ୍ଦ୍ର ହାଁସଦା। ଜେଲ୍ ବିଭାଗ ଜରିଆରେ ରାମଚନ୍ଦ୍ର ବାଚସ୍ପତିଙ୍କ ଅନୁମତି ଲୋଡ଼ିଛନ୍ତି। ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ଏବେ ଭୁବନେଶ୍ୱର ଝାରପଡା ଜେଲ୍‌ରେ ଅଛନ୍ତି ରାମଚନ୍ଦ୍ର। ତାଙ୍କୁ ୨୦୧୪ ମସିହାରେ ଗିରଫ କରିଥିଲା ସିବିଆଇ। ବିଭିନ୍ନ ସମୟରେ ରାମଚନ୍ଦ୍ର ଜାମିନ ପାଇଁ ଅଦାଲତରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି।

BJD_MP_Ramchandra_Hansda_

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 07:09 PM IST

Related story