ଓସ୍‌ଡମାକୁ ସହାୟତା କଲେ ମିଳିବ ଆୟକର ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା)କୁ ଆର୍ଥିକ ରିଲିଫ ସହାୟତା ପ୍ରଦାନ କଲେ ଆୟକର ଆଇନର ଧାରା- ୮୦ଜି ଅନ୍ତର୍ଗତ ଆୟକର ରିହାତି ସୁବିଧା ମିଳିବ। ସମଗ୍ର ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ପ୍ରଥମ ସରକାରୀ ସଂସ୍ଥା ଭାବେ ‘ଓସଡମା’କୁ ଆୟକର ରିହାତି ସୁବିଧା ପ୍ରଦାନ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମା ମୁଖ୍ୟ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ଓସଡମା […]

Pradeep-Jena-appointed-Rural-Development-Principal-Secretary-with-additional-charge-of-Special-Relief-Commissioner-(SRC);-Mona-Sharma-appointed-Principal-Secretary

Manoranjan Sial
  • Published: Saturday, 21 December 2019
  • Updated: 21 December 2019, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା)କୁ ଆର୍ଥିକ ରିଲିଫ ସହାୟତା ପ୍ରଦାନ କଲେ ଆୟକର ଆଇନର ଧାରା- ୮୦ଜି ଅନ୍ତର୍ଗତ ଆୟକର ରିହାତି ସୁବିଧା ମିଳିବ। ସମଗ୍ର ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ପ୍ରଥମ ସରକାରୀ ସଂସ୍ଥା ଭାବେ ‘ଓସଡମା’କୁ ଆୟକର ରିହାତି ସୁବିଧା ପ୍ରଦାନ କରାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମା ମୁଖ୍ୟ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ଓସଡମା ଗଠନ ହେବାର ୨୦ବର୍ଷ ପରେ ଧାରା-୮୦ଜି ଅନ୍ତର୍ଗତ ଆୟକର ରିହାତି ସୁବିଧା ପାଇବାକୁ ହକଦାର ହୋଇଛି। ଏହି ଆୟକର ରିହାତି ସୁବିଧା ମିଳିବା ଦ୍ୱାରା ଓସଡମା ଏଣିକି ଘରୋଇ କ୍ଷେତ୍ରରୁ ବିପୁଳ ପରିମାଣର ଆର୍ଥିକ ସହାୟତା(ରିଲିଫ) ସଂଗ୍ରହ କରିବାରେ ସକ୍ଷମ ହୋଇପାରିବ।

ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ‘ଫନି’ ପରେ ଓସଡମାକୁ ଆର୍ଥିକ ସହାୟତା ସଂଗ୍ରହ କରିପାରିବ ବୋଲି ରାଜ୍ୟ ସରକାର ଅନୁମତି ଦେଇଥିଲେ। ଏବେ ଓସଡମାକୁ ସରକାରୀ ସହାୟତା ମିଳୁଥିବାବେଳେ ବିଭିନ୍ନ କର୍ପୋରେଟ୍ ସଂସ୍ଥା ନିଜର ସିଆରଏସ୍ ପାଣ୍ଠି ମଧ୍ୟ ଓସଡମା ମାଧ୍ୟମରେ ଖର୍ଚ୍ଚ କରିପାରୁଛନ୍ତି। ମାତ୍ର କର୍ପୋରେଟ ସଂସ୍ଥାଗୁଡ଼ିକ ଏହି ସିଆରଏସ୍ ପାଣ୍ଠି ଖର୍ଚ୍ଚ କରିବା ସତ୍ତେ୍ୱ ସେମାନଙ୍କୁ ଆୟକର ରିହାତି ସୁବିଧା ମିଳିପାରୁନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story