ଇବ୍ ନଦୀରେ ବନ୍ୟା ପରିସ୍ଥିତି; ସୁନ୍ଦରଗଡ଼ ସହରରେ ପଶିଲା ପାଣି

ସୁନ୍ଦରଗଡ଼:  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଇବ୍ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ କୂଳରେ ରହିଥିବା ୧ ନମ୍ୱର ୱାର୍ଡର ଅନେକ ଘର ପାଣି ଘେରରେ ରହିଛି। ଲୋକଙ୍କ ଘରେ ଅଣ୍ଟାଏ ଲେଖାଏଁ ପାଣି ପଶିଛି। ରାଣୀବଗିଚା ଅଞ୍ଚଳର କିଛି ପରିବାର ଘର ଛାଡ଼ି ସ୍କୁଲ ଏବଂ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି।

ib

ib

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 08:16 AM IST

Sports

Latest News

ମହାଦେବପଡ଼ା, ମହାନ୍ତିପଡ଼ା, ଖମାରି ପଡ଼ା ଆଦି ଅଞ୍ଚଳରେ ବନ୍ୟା ପାଣି ଘରେ ପଶିଥିବାରୁ ଅଞ୍ଚଳର ଲୋକେ ଗତକାଲିଠାରୁ ଦୁର୍ଦ୍ଦଶାରେ ଅଛନ୍ତି। ମେନ୍ ରୋଡ଼ର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ସହରର ମାଷ୍ଟର ଡ୍ରେନର ପାଣି ପଶି ଏଭଳି ପରିସ୍ଥିତି ଉପୁଜିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। 

ib 2

ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନରେ ଆସି କହିଛନ୍ତି ପାଣି ନିଷ୍କାସନ ହେଉଥିବା ଡ୍ରେନଟି ଜାମ୍ ରହିଥିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଛି। ପିଏଚଡି ପମ୍ପ ହାଉସ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଣି ଘେରରେ ରହିଛି। ଏଥି ଯୋଗୁଁ ସହରକୁ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ପ୍ରସୂତି ୱାର୍ଡରେ ମଧ୍ୟ ପାଣି ପଶିଯାଇଛି। ଫଳରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story