ଇଚ୍ଛାଧୀନ କୋଟା ପ୍ଲଟ୍ ଓ ଫ୍ଲ।ଟ୍ ଆବଣ୍ଟନ: ଆଉ ୩୮ ଜଣଙ୍କୁ ସିଡିଏର କାରଣ ଦର୍ଶାଅ ନୋଟିସ

କଟକ:  ଇଚ୍ଛାଧୀନ କୋଟା ପ୍ଲଟ୍ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାରେ  ଆଜି ଆଉ ୩୮ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କଟକ ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ। ଗତକାଲି ଦୁଇଟି ପର୍ଯ୍ୟାୟରେ ମୋଟ ୯୦ ଜଣଙ୍କୁ ଓ ତା’ ପୂର୍ବରୁ ୩୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। ଫଳରେ ଏ ପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୧୫୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଲାଣି।

cuttack

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 02:39 PM IST

Related story