ଏଣିକି ଆଇସିୟୁ ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ୍; ଗୁରୁତର ରୋଗୀଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେନେରାଲ ବେଡ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁରେ ରହୁଛନ୍ତି। ଫଳରେ ଆଇସିୟୁ ବେଡ ଆବଶ୍ୟକ କରୁଥିବା  ଗୁରୁତର ରୋଗୀ ତାହା ପାଇ ନ ପାରି ଛଟପଟ ହୋଇ ଆଖି ବୁଜୁଛନ୍ତି।  ହେଲେ ଏବେ ଆଉ ଦେଖାଦେବନି ଏପରି ସମସ୍ୟା। ଆଇସିୟୁ ବେଡ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯିବ ପ୍ରାଥମିକତା। ଏଥିନିମନ୍ତେ  ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କେବଳ କଟକ, ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବ  ସ୍ୱତନ୍ତ୍ର ଟିମ୍  […]

icu-facility

icu-facility

Niharika Rout
  • Published: Saturday, 15 May 2021
  • Updated: 15 May 2021, 02:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେନେରାଲ ବେଡ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁରେ ରହୁଛନ୍ତି। ଫଳରେ ଆଇସିୟୁ ବେଡ ଆବଶ୍ୟକ କରୁଥିବା  ଗୁରୁତର ରୋଗୀ ତାହା ପାଇ ନ ପାରି ଛଟପଟ ହୋଇ ଆଖି ବୁଜୁଛନ୍ତି।  ହେଲେ ଏବେ ଆଉ ଦେଖାଦେବନି ଏପରି ସମସ୍ୟା। ଆଇସିୟୁ ବେଡ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯିବ ପ୍ରାଥମିକତା।

ଏଥିନିମନ୍ତେ  ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କେବଳ କଟକ, ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବ  ସ୍ୱତନ୍ତ୍ର ଟିମ୍  ।

ରାଜ୍ୟରେ ଦୈନିକ ୧୨ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ବି ସେହି ଅନୁପାତରେ ବଢ଼ୁଛି। ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଇସିୟୁ ସୁବିଧା ଦରକାର ପଡ଼ୁଛି।  ହେଲେ ଆବଶ୍ୟକ ଅନୁଯାୟୀ, ଟୁଇନସିଟିରେ ଆଇସିୟୁ ସୁବିଧା ନ ମିଳିବାରୁ ବହୁ ରୋଗୀ ଆଖି ବୁଜୁଥିବା ଅଭିଯୋଗ ହୋଇ ଆସୁଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଟୁଇନସିଟିରେ ୭୯% ଆଇସିୟୁ ବେଡ ପୂରଣ ହୋଇସାରିଛି। ମାତ୍ର ୨୧ % ଖାଲି ପଡ଼ିଛି। ତେଣୁ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲ ଉପରେ ବଢ଼ୁଥିବା ଚାପକୁ କମାଇବା ପାଇଁ ଏପରି ଋଣନୀତି ପ୍ରସ୍ତୁତ କରାଯାଇଛି।

ଏଣିକି କେବଳ ଗୁରୁତର ରୋଗୀ ଯେପରି ଆଇସିୟୁରେ ରହିବେ ତାକୁ ଦିଆଯିବ ପ୍ରାଥମିକତା। ଏଥିନିମନ୍ତେ ଏସସିବିର ଡାକ୍ତରଙ୍କୁ ନେଇ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କେବଳ କଟକ, ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବ  ସ୍ୱତନ୍ତ୍ର ଟିମ୍  ।

ଏହି ସ୍ୱତନ୍ତ୍ର ଟିମ୍ ଟୁଇନ୍‌ସିଟିର ବିଭିନ୍ନ ହସ୍ପିଟାଲ ଯାଞ୍ଚ କରି  ଡାକ୍ତରଙ୍କ ସହ ଆଲୋଚନା କରିବେ, ରୋଗୀଙ୍କ ସ୍ଥିତି ଦେଖିବେ। ଏହାପରେ ଅପରାହ୍ନ ୫ଟାରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ। ସେହି ଅନୁଯାୟୀ, ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story