କରୋନା ଟିକା ନନେଲେ ହରାଇବେ ଯାବତୀୟ ସୁବିଧା , ଆସିଲା ଏମିତି ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକା ନେବାକୁ ଅମଙ୍ଗ ହେଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଗିଦ୍‌। ରେଜିଷ୍ଟ୍ରେସନ କରି ଟିକା ନନେଲେ ହରାଇବେ ଯାବତୀୟ ସୁବିଧା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ACS। ସବୁ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ତାଗିଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଜିଷ୍ଟ୍ରେସନ କରି ଉପଯୁକ୍ତ କାରଣ ନଦର୍ଶାଇ ଟିକା ନନେଲେ ସୁବିଧା ରଦ୍ଦ ହେବ । ଯଦି ପରେ ସଂକ୍ରମିତ ହୁଅନ୍ତି, ତାହେଲେ କୌଣସି ସୁବିଧା ମିଳିବନି। ମାଗଣା […]

covid-vaccine

covid-vaccine

Tapas Behera
  • Published: Tuesday, 23 February 2021
  • Updated: 23 February 2021, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକା ନେବାକୁ ଅମଙ୍ଗ ହେଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଗିଦ୍‌। ରେଜିଷ୍ଟ୍ରେସନ କରି ଟିକା ନନେଲେ ହରାଇବେ ଯାବତୀୟ ସୁବିଧା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ACS। ସବୁ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ତାଗିଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଜିଷ୍ଟ୍ରେସନ କରି ଉପଯୁକ୍ତ କାରଣ ନଦର୍ଶାଇ ଟିକା ନନେଲେ ସୁବିଧା ରଦ୍ଦ ହେବ । ଯଦି ପରେ ସଂକ୍ରମିତ ହୁଅନ୍ତି, ତାହେଲେ କୌଣସି ସୁବିଧା ମିଳିବନି। ମାଗଣା ଚିକିତ୍ସା, ଚିକିତ୍ସା ଅବଧିକୁ ଡ୍ୟୁଟି ଭାବେ ଗଣତି ସୁବିଧା ମିଳିବନି। ଆର୍ଥିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳିବ ନାହିଁ। ଟିକା ନେଇନଥିବା ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ଲାଗି ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେଉଛନ୍ତି। ହେଲେ କିଛି ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମୀ  ଟିକା ନେବା ପାଇଁ ଅମଙ୍ଗ ହେବା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story