ମାସ୍କ ନପିନ୍ଧିଲେ ଗ୍ରୋସରୀ, ପରିବା, ଫଳ ଓ ମେଡିସିନ୍‌ ମିଳିବନି

କୋରାପୁଟ (ସୂର୍ଯ୍ୟ ପଣ୍ଡା): ‘କରୋନା’ ମୁକାବିଲା କ୍ଷେତ୍ରରେ କୋରାପୁଟ ଜିଲ୍ଲାପାଳ ନେଇଛନ୍ତି କଡ଼ା ଆଭିମୁଖ୍ୟ। ମାସ୍କ ନପିନ୍ଧିଲେ ଗ୍ରୋସରୀ ମିଳିବ ନାହିଁ କି ପରିବା ମିଳିବ ନାହିଁ। ଫଳ ମିଳିବ ନାହିଁ କି ମେଡିସିନ ମିଳିବ ନାହିଁ। ଯିଏ ବିନା ମାସ୍କରେ ଆସୁଛି ତାଙ୍କୁ କୌଣସି ସାମଗ୍ରୀ ନ ଦେବାକୁ ଜିଲ୍ଲାର ସମସ୍ତ ଦୋକାନୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଏହାକୁ ଏକ ବୋର୍ଡରେ ଲେଖି ଦୋକାନ ଆଗରେ ଟାଙ୍ଗିବାକୁ ଜିଲ୍ଲାପାଳ କହିଛନ୍ତି। ମାସ୍କ ପିନ୍ଧି ଆସନ୍ତୁ ନ […]

koraput

koraput

Manoranjan Sial
  • Published: Thursday, 09 April 2020
  • Updated: 09 April 2020, 03:48 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ପଣ୍ଡା): ‘କରୋନା’ ମୁକାବିଲା କ୍ଷେତ୍ରରେ କୋରାପୁଟ ଜିଲ୍ଲାପାଳ ନେଇଛନ୍ତି କଡ଼ା ଆଭିମୁଖ୍ୟ। ମାସ୍କ ନପିନ୍ଧିଲେ ଗ୍ରୋସରୀ ମିଳିବ ନାହିଁ କି ପରିବା ମିଳିବ ନାହିଁ। ଫଳ ମିଳିବ ନାହିଁ କି ମେଡିସିନ ମିଳିବ ନାହିଁ। ଯିଏ ବିନା ମାସ୍କରେ ଆସୁଛି ତାଙ୍କୁ କୌଣସି ସାମଗ୍ରୀ ନ ଦେବାକୁ ଜିଲ୍ଲାର ସମସ୍ତ ଦୋକାନୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଏହାକୁ ଏକ ବୋର୍ଡରେ ଲେଖି ଦୋକାନ ଆଗରେ ଟାଙ୍ଗିବାକୁ ଜିଲ୍ଲାପାଳ କହିଛନ୍ତି। ମାସ୍କ ପିନ୍ଧି ଆସନ୍ତୁ ନ ହେଲେ କୌଣସି ସାମଗ୍ରୀ ମିଳିବ ନାହିଁ ବୋଲି କହିବାକୁ ଦୋକାନୀମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ କୋରାପୁଟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରଗତି ଓ ଆନ୍ତର୍ଜାତିକ ସଂସ୍ଥା ଏଡେଲଗିଭ ଫାଉଣ୍ଡେସନର ମିଳିତ ସହଯୋଗରେ ଜିଲ୍ଲାର ୫ଟି ବ୍ଲକର ବିଭିନ୍ନ ଗାଁରେ ଲୋକଙ୍କୁ ମାଗଣାରେ ସାବୁନ ଏବଂ ମାସ୍କ ବଣ୍ଟନ କରାଯାଇଛି। ଏହି ଅବସରରେ ଦୟାନିଧିଗୁଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍‌ କୋଭିଡ୍‌-୧୯ ନୋଡାଲ୍‌ ଅଧିକାରୀ ତଥା ଡ଼ିଏସ୍‌ଡବ୍ଲ୍ୟୁଓ ହରେକୃଷ୍ଣ ପ୍ରଧାନ ଓ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାସ ଯୋଗଦେଇ ଲୋକମାନଙ୍କୁ ମାସ୍କ ବ୍ୟବହାର କରିବା ଏବଂ ସାବୁନରେ ହାତ ଧୋଇବାର ସମ୍ପର୍କରେ ବୁଝାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story