ପାଠକ ବାପ-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା SIT

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ଫସିଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି SIT। ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ସେଲ୍‌ ଅଫିସ୍‌ରେ ରଖାଯାଇଛି। ସେଠାରେ ୩ ଦିନ ଧରି SIT ଅଧିକାରୀମାନେ ନେଇ ଜେରା କରିବେ। ଏଣେ ଆଜି ଭିଜିଲାନ୍ସ ଭୁବନେଶ୍ୱର ଅଫିସରେ ଅଭୟକାନ୍ତଙ୍କ ଡ୍ରାଇଭର ଓ କେତେକ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିଛି। ଜାଗା ବିକ୍ରି କରି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଛି ବୋଲି ଅଭୟକାନ୍ତ ପୂର୍ବରୁ କହିଥିଲେ। […]

abhaya-akash

abhaya-akash

Manoranjan Sial
  • Published: Wednesday, 02 December 2020
  • Updated: 02 December 2020, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ଫସିଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି SIT। ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ସେଲ୍‌ ଅଫିସ୍‌ରେ ରଖାଯାଇଛି। ସେଠାରେ ୩ ଦିନ ଧରି SIT ଅଧିକାରୀମାନେ ନେଇ ଜେରା କରିବେ। ଏଣେ ଆଜି ଭିଜିଲାନ୍ସ ଭୁବନେଶ୍ୱର ଅଫିସରେ ଅଭୟକାନ୍ତଙ୍କ ଡ୍ରାଇଭର ଓ କେତେକ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିଛି। ଜାଗା ବିକ୍ରି କରି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଛି ବୋଲି ଅଭୟକାନ୍ତ ପୂର୍ବରୁ କହିଥିଲେ। ତାର ସତ୍ୟତା ଯାଞ୍ଚ କରାଯାଉଛି।

ସେପଟେ ବାପ-ପୁଅଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଟ୍ରାଭେଲ୍‌ ଏଜେନ୍ସି ସ୍କାଏ କିଙ୍ଗ ପକ୍ଷରୁ କରାଯାଇଥିବା ୬୫ ଲକ୍ଷର ଠକେଇ ଅଭିଯୋଗର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଏଜେନ୍ସିର କହିବା କଥା ଗତ ଜୁନରୁ ନଭେମ୍ବର ୧୬ ଯାଏଁ ସଂସ୍ଥା ସହିତ ଆକାଶ ପାଠକଙ୍କ ଯାତ୍ରା ସମ୍ପର୍କ ରହିଥିଲା। ସେ ୧୦ରୁ ଅଧିକ ଥର ଚାର୍ଟର ଫ୍ଲାଇଟ୍‌ ଯୋଗେ ଭୁବନେଶ୍ୱରରୁ ବିଭିନ୍ନ ରାଜ୍ୟକୁ ଉଡ଼ାଣ କରିଛନ୍ତି। ଏମିତିକି ବିଳାସମୟ ହୋଟେଲ୍‌ରେ ପାଠକ ପରିବାର ଓ ସମ୍ପର୍କୀୟ ରହିଥିବା ଏଜେନ୍ସି କହିଛିା

ସେପଟେ ସମ୍ବଲପୁର ଓ ବ୍ରହ୍ମପୁରରେ ଭିଜିଲାନ୍ସ ଏବଂ କ୍ରାଇମବ୍ରାଞ୍ଚ ଟିମ ମଧ୍ୟ ତଦନ୍ତ ଜାରି ରଖିଛି। ସମ୍ବଲପୁରର ବିଭିନ୍ନ ବ୍ୟାଙ୍କକୁ ଯାଇ ଭିଜିଲାନ୍ସ ଟିମ ଯାଞ୍ଚ କରିବା ସହ DFOଙ୍କୁ ତଥ୍ୟ ମାଗିଛିା ଅଭୟ ପାଠକ ଏଠାରେ ୧୯୯୯ ନଭେମ୍ବରରୁ ୨୦୦୦ ଡିସେମ୍ବର ଯାଏଁ ଡିଏଫ୍ଓ ଥିଲେ। ସେହିପରି ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଏସ୍‌ଆଇଟି ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ପାଠକ ବାପ-ପୁଅଙ୍କ ନାଁରେ ଥିବା ଆକାଉଣ୍ଟର ଯାଞ୍ଚ କରିଛିା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story