‘କରୋନା’ ମୁକାବିଲା ପାଇଁ ଷ୍ଟ୍ରାଟେଜିକ୍ କମିଟି, ବରିଷ୍ଠ ଓଡ଼ିଆ ଆଇଏଏସଙ୍କୁ ଅଣଦେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନର ଲକଡାଉନ୍ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ କରୋନା(କୋଭିଡ୍‌-୧୯)କୁ ନେଇ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଷ୍ଟ୍ରାଟେଜିକ୍ କମିଟି ଗଠନ କରିଛନ୍ତି। ତେବେ କମିଟିରେ ଓଡ଼ିଶାର ପାଣିପବନ ସହ ଅଭ୍ୟସ୍ତ ଥିବା ବରିଷ୍ଠ ଓଡ଼ିଆ ଆଇଏଏସ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏପରିକି କୋଭିଡ୍‌-୧୯ (କରୋନା)ର […]

lokasebabhaban

lokasebabhaban

Manoranjan Sial
  • Published: Wednesday, 01 April 2020
  • Updated: 01 April 2020, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନର ଲକଡାଉନ୍ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ କରୋନା(କୋଭିଡ୍‌-୧୯)କୁ ନେଇ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଷ୍ଟ୍ରାଟେଜିକ୍ କମିଟି ଗଠନ କରିଛନ୍ତି। ତେବେ କମିଟିରେ ଓଡ଼ିଶାର ପାଣିପବନ ସହ ଅଭ୍ୟସ୍ତ ଥିବା ବରିଷ୍ଠ ଓଡ଼ିଆ ଆଇଏଏସ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏପରିକି କୋଭିଡ୍‌-୧୯ (କରୋନା)ର ମୁକାବିଲା ପାଇଁ ଗତ କିଛିଦିନ ଧରି ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେଥିରେ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅବା ଓଏଏସ୍ ଅଫିସରଙ୍କ ଭୂମିକା ବି ରହୁନି। ଯାହାକି ସାଧାରଣରେ ଏକ ଖରାପ ସନ୍ଦେଶ ଦେଉଥିବା ଚର୍ଚ୍ଚା ହେଉଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଚ୍ଚ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁସାରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କେ.କେ. ମୀନାଙ୍କ ଅଧ୍ୟକ୍ଷତାରେ ଏକ ୬ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ରାଜ୍ୟରେ କୋଭିଡ-୧୯ ମହାମାରୀକୁ ନେଇ ଉପୁଜିଥିବା ସ୍ଥିତିର ମୁକାବିଲା ଓ ପରବର୍ତ୍ତୀ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଆଦି ପ୍ରସଙ୍ଗରେ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ବୈଷୟିକ କମ୍ପାନୀକୁ ନିଯୁକ୍ତି ଦେବ। ସମ୍ପୃକ୍ତ ସଂସ୍ଥାନ ଓ ବ୍ୟକ୍ତିବିଶେଷମାନେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିବେ।

ଏସବୁ ସଂସ୍ଥାନ ଓ ବ୍ୟକ୍ତିବିଶେଷଙ୍କୁ ଚୟନ କରିବା ପାଇଁ ଅର୍ଥ ସଚିବ ଶ୍ରୀ ମୀନାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ଆଇଟି ସଚିବ ମନୋଜ ମିଶ୍ର, ଓଏମସି ପରିଚାଳନା ନିର୍ଦ୍ଦେଶକ ଆର.ଭିନିଲ କ୍ରିଷ୍ଣା ଏବଂ ସ୍ୱାସ୍ଥ୍ୟ ବିଭାଗର ଜଣେ ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଏହି କମିଟି ଚାହିଁଲେ ଯେକୌଣସି ସରକାରୀ ଅଫିସର ଓ ବେସରକାରୀ ସଂସ୍ଥା, କନସଲଟାନ୍ସି ଫାର୍ମ ଓ ପରାମର୍ଶଦାତାଙ୍କୁ ଏଥିପାଇଁ ନିୟୋଜିତ କରିପାରିବେ। ବିଶେଷକରି ରାଜ୍ୟରେ କରୋନା ପରବର୍ତ୍ତୀ ସ୍ଥିତିକୁ ମୁକାବିଲା କରିବା ଦିଗରେ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ତେବେ ଏସବୁ ମଧ୍ୟରେ ରାଜ୍ୟର ଭୂଗୋଳ-ଇତିହାସ ସହ ପିଲାଦିନରୁ ଅଭ୍ୟସ୍ତ ଥିବା ବରିଷ୍ଠ ଆଇଏଏସ୍ ଓ ଓଏଏସ୍ ଅଫିସରମାନଙ୍କୁ କରୋନା ସଂକ୍ରାନ୍ତ ସ୍ଥିତିର ମୁକାବିଲା ପାଇଁ ଗଠିତ ନୀତି ନିର୍ଦ୍ଧାରକ କମିଟିରେ କାହିଁକି ସାମିଲ କରାଗଲାନି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story