ପିପିଲି ଦୁଷ୍କର୍ମ ମାମଲାରେ ବରଖାସ୍ତ ଆଇଆଇସିଙ୍କୁ ପୁନଃ ନିଯୁକ୍ତି

ପୁରୀ(ଓଡ଼ିଶା ରିପୋର୍ଟର): ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ପୋଲିସ ଡିଜି ତାଙ୍କୁ ପୁରୀ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅମୂଲ୍ୟଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ୨୦୧୨ ମସିହାରେ ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ଅମୂଲ୍ୟଙ୍କୁ ବରଖାସ୍ତ କରାଯାଇଥିଲା। ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅମୂଲ୍ୟ। ମାମଲାରେ ବିଚାର କରି ସୁପ୍ରିମ କୋର୍ଟ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ […]

amilya champataray

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 06:03 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ପୋଲିସ ଡିଜି ତାଙ୍କୁ ପୁରୀ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅମୂଲ୍ୟଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି।

୨୦୧୨ ମସିହାରେ ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ଅମୂଲ୍ୟଙ୍କୁ ବରଖାସ୍ତ କରାଯାଇଥିଲା। ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅମୂଲ୍ୟ। ମାମଲାରେ ବିଚାର କରି ସୁପ୍ରିମ କୋର୍ଟ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Related story