ବନ୍ଧା ହେଲେ ଆଇଆଇସି; ୩୦୭ ଦଫା ଉଠାଇବାକୁ ନେଉଥିଲେ ୬ ହଜାର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଏକ ଯୌତୁକ ନିର୍ଯାତନା କେସରେ ୩୦୭ ଦଫା ଉଠାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଥାନା ବାବୁ। ହେଲେ ହଠାତ୍‌ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଟଙ୍କା ଜବତ କଲେ ଓ ତାଙ୍କୁ ବି ଗିରଫ କଲେ। ଗିରଫ ଆଇଆଇସିଙ୍କ ନାଁ ଚିତ୍ତରଞ୍ଜନ ବେହେରା। ସେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାରେ ଅବସ୍ଥାପିତ ହୋଇଥିଲେ। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ ଦଫା ଉଠାଇଦେବା ପାଇଁ ଆଇଆଇସି ସ୍ଥାନୀୟ ଅଞ୍ଚଳର ଅଇଁଠା […]

IIC

IIC

Niharika Rout
  • Published: Friday, 26 February 2021
  • Updated: 26 February 2021, 03:44 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଏକ ଯୌତୁକ ନିର୍ଯାତନା କେସରେ ୩୦୭ ଦଫା ଉଠାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଥାନା ବାବୁ। ହେଲେ ହଠାତ୍‌ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଟଙ୍କା ଜବତ କଲେ ଓ ତାଙ୍କୁ ବି ଗିରଫ କଲେ।

ଗିରଫ ଆଇଆଇସିଙ୍କ ନାଁ ଚିତ୍ତରଞ୍ଜନ ବେହେରା। ସେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାରେ ଅବସ୍ଥାପିତ ହୋଇଥିଲେ।

ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ ଦଫା ଉଠାଇଦେବା ପାଇଁ ଆଇଆଇସି ସ୍ଥାନୀୟ ଅଞ୍ଚଳର ଅଇଁଠା ସେଠୀ ନାମକ ବ୍ୟକ୍ତିଙ୍କୁ ୬ ହଜାର ଟଙ୍କା ମାଗିଥିଲା। ଆଜି ଅଇଁଠା ଏହି ଟଙ୍କା ଦେବା ବେଳେ କଟକ ଓ ଢେଙ୍କାନାଳ ଶାଖାର ଭିଜିଲାନ୍ସ ଅଧିକାରୀ ପହଞ୍ଚି  ଆଇଆଇସିଙ୍କୁ ଗିରଫ କରିଥିଲେ।

ଏ ସମ୍ପର୍କରେ ଅଭିଯୋଗକାରୀ ଅଇଁଠା ସେଠୀ କହିଛନ୍ତି -  ଆଇଆଇସି କହିଲେ, ତୋ ବୋହୂ ତୋ ନାଁରେ କେସ୍‌ କରିଛି। ଟଙ୍କା ଦେଲେ ତୋ ସ୍ତ୍ରୀ ନାଁ କାଟିଦେବି। ତୋ ନାଁରେ ଲାଗିଥିବା ୩୦୭ ଦଫା ବି କାଟିଦେବି। ଏଥିନିମନ୍ତେ ସେ  ପ୍ରାୟ ୨୫ ଦିନ ପୂର୍ବେ ୨୦ ହଜାର ଟଙ୍କା ମାଗିଥିଲେ। ଧାନ ବିକି ଆଜି ତାଙ୍କ ଡ୍ରାଇଭରକୁ ୬ ହଜାର ଟଙ୍କା ଦେଲି।

କଟକ ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାଇଗୁରୁ କହିଛନ୍ତି, ଅଭିଯୋଗକାରୀ ଅଇଁଠା ସେଠୀଙ୍କ ବଡ଼ ପୁଅ ନାଁରେ ନାରୀ ନିର୍ଯାତନା କେସ୍‌ ହୋଇଥିଲା। ଏହି କେସ୍‌ରେ ୩୦୭ ଦଫା ଉଠାଇବା ପାଇଁ ଆଇଆଇସି ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗତ ୨୩ ତାରିଖରେ ଅଇଁଠା ଭିଜିଲାନ୍ସ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ।

ଏହାପରେ ଆଇଆଇସିଙ୍କୁ ଧରିବାକୁ  ଜାଲ ବିଛାଯାଇଥିଲା। ଯୋଜନା ମୁତାବକ ଆଜି ଅଇଁଠା ଆଇଆଇସିଙ୍କ କାର୍‌ ଡ୍ରାଇଭର ପ୍ରକାଶ ମାହାଳିଙ୍କୁ ୬ ହଜାର ଟଙ୍କା ଦେଇଥିଲେ। ନିକଟରେ ତାଙ୍କ ବ୍ୟକ୍ତିଗତ ସହାୟକ ଲକ୍ଷଣ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ତେଣୁ ଲାଞ୍ଚ ନେବା ଅଭିଯୋଗରେ ଆଇଆଇସିଙ୍କ ସମେତ ପ୍ରକାଶ ଓ ଲକ୍ଷଣଙ୍କୁ ବି ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story