ଆଇଆଇଏମ୍ ପାଠପଢା ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆଇଆଇଏମ୍ ସମ୍ୱଲପୁରରେ କେବେ ଆରମ୍ଭ ହେବ କ୍ଲାସ୍ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସମ୍ୱଲପୁରରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉ ନ ଥିବାରୁ ତାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ। ସେପଟେ ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ବର୍ତ୍ତମାନ ସୁଦ୍ଧା ୩ ଆଇଆଇଏମରେ କ୍ଲାସ ଆରମ୍ଭ ହୋଇଛି।  ବିଶାଖାପାଟଣା, ସମ୍ୱଲପୁର ଓ ଶ୍ରୀମୁରରରେ କ୍ଲାସ ଆରମ୍ଭ ହୋଇନାହିଁ। ସମ୍ୱଲପୁର ପାଇଁ […]

IIM1

IIM1

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 07:17 AM IST

Sports

Latest News

IIM-odishaଭୁବନେଶ୍ୱର: ଆଇଆଇଏମ୍ ସମ୍ୱଲପୁରରେ କେବେ ଆରମ୍ଭ ହେବ କ୍ଲାସ୍ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସମ୍ୱଲପୁରରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉ ନ ଥିବାରୁ ତାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ। ସେପଟେ ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ବର୍ତ୍ତମାନ ସୁଦ୍ଧା ୩ ଆଇଆଇଏମରେ କ୍ଲାସ ଆରମ୍ଭ ହୋଇଛି।  ବିଶାଖାପାଟଣା, ସମ୍ୱଲପୁର ଓ ଶ୍ରୀମୁରରରେ କ୍ଲାସ ଆରମ୍ଭ ହୋଇନାହିଁ। ସମ୍ୱଲପୁର ପାଇଁ ଚିନ୍ତା ଜନକ ସ୍ଥିତି ହେଉଛି  ମୋଟ୍ ୬୦ ଟି ସିଟ୍ ରହିଥିବା ବେଳେ ଆଡମିଶନ କରିଛନ୍ତି ମାତ୍ର ୧୨ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ୫ ଜଣ ଏବେ ସମ୍ୱଲପୁର ଆସିବାକୁ ରାଜି ହେଉନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଏତେ କମ୍ ପିଲାଙ୍କୁ ନେଇ କ୍ଲାସ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଇନ୍ଦୋର କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story