୨୦ ବସ୍ତା ବେଆଇନ ମୁଦ୍ରା ଜବତ

ଭୁବନେଶ୍ୱରରୁ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ କରାଯାଇଛି। ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ସତସଙ୍ଗ ବିହାର ନିକଟରୁ ଏହି ମୁଦ୍ରା ଜବତ କରାଯାଇଛି। ଏହି ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍‌ରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିଲା। କୋଲାକାତାରୁ ଭୁବନେଶ୍ୱରକୁ ବସ୍‌ରେ ବେଆଇନ ମୁଦ୍ରା ଚାଲାଣ କରାଯାଉଥିବା ନେଇ ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ କୌଣସି ସୂତ୍ରରୁ ଖବର […]

bus,,,,,,,,,,,,,,,,

Tapaswini Nayak
  • Published: Tuesday, 15 January 2019
  • , Updated: 15 January 2019, 01:46 PM IST

ଭୁବନେଶ୍ୱରରୁ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ କରାଯାଇଛି। ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ସତସଙ୍ଗ ବିହାର ନିକଟରୁ ଏହି ମୁଦ୍ରା ଜବତ କରାଯାଇଛି। ଏହି ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍‌ରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିଲା।

କୋଲାକାତାରୁ ଭୁବନେଶ୍ୱରକୁ ବସ୍‌ରେ ବେଆଇନ ମୁଦ୍ରା ଚାଲାଣ କରାଯାଉଥିବା ନେଇ ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ କୌଣସି ସୂତ୍ରରୁ ଖବର ପାଇଥିଲା ଏବଂ ଆଜି ଚଢ଼ାଉ କରିଥିଲା।

Related story