କାର ପାର୍କିଂ ପାଇଁ ଉଠାଦୋକାନୀଙ୍କୁ ହଟେଇଲା ବିଏମସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କାର ପାର୍କିଂ ପାଇଁ ଉଚ୍ଛେଦ।  ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲଡିଂ କଡରେ ର୍ନିମାଣାଧିନ ବହୁତଳ କାର ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ର୍ନିମାଣ ଉଛେଦ କଲା ବିଏମ୍ସି।   ପୁଲିସର ସହାୟତାରେ ନେଇ ବୁଲଡୋଜ଼ର ଲଗାଇ ଉଚ୍ଛେଦ କରିଛ ବିଏମସି। ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି। ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ […]

6901

6901

Tapas Behera
  • Published: Saturday, 26 September 2020
  • Updated: 26 September 2020, 02:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କାର ପାର୍କିଂ ପାଇଁ ଉଚ୍ଛେଦ।  ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲଡିଂ କଡରେ ର୍ନିମାଣାଧିନ ବହୁତଳ କାର ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ର୍ନିମାଣ ଉଛେଦ କଲା ବିଏମ୍ସି।   ପୁଲିସର ସହାୟତାରେ ନେଇ ବୁଲଡୋଜ଼ର ଲଗାଇ ଉଚ୍ଛେଦ କରିଛ ବିଏମସି। ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି। ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ କରିଛି।  ସେପଟେ ସ୍ମାର୍ଟ ସିଟି ପ୍ରୋଜେକ୍ଟ ପକ୍ଷରୁ ଅଭିଯୋଗ ପରେ ବିଏମସି ଏଭଳି ପଦକ୍ଷେପ ନେଇଥିବା କହିଛି।  ଆଗକୁ ବି ବେଆଇନ ନିର୍ମାଣ  ଉଚ୍ଛେଦ କରାଯିବ ବୋଲି କହିଛନ୍ତି ବିଏମସି ଆସିଷ୍ଟାଣ୍ଡ କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story