‘ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବକଙ୍କୁ ଦେଶସେବା ସୁଯୋଗ ଦେବାରେ ‘ଅଗ୍ନିପଥ’ ଏକ ନିଆରା ସ୍କିମ୍। ତେଣୁ ସେବା ନିବୃତ୍ତ ହେବା ପରେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା। ଏନେଇ ଟ୍ୱିଟ କରି ଘୋଷଣା କରିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ଏମଡି ଶୁଭ୍ରକାନ୍ତ ପଣ୍ଡା। ‘ଅଗ୍ନିପଥ’ ଯୋଜନାକୁ ପ୍ରଥମରୁ ସ୍ୱାଗତ କରିଥିବା ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ସ୍ବତନ୍ତ୍ର ତାଲିମ ଓ ଦକ୍ଷତା ହାସଲ କରିଥିବା ଅଗ୍ନିବୀରମାନଙ୍କୁ ସେବା ନିବୃତ୍ତ ପରେ ନିଯୁକ୍ତି ଦେବା ପାଇଁ  […]

imfa

imfa

Niharika Rout
  • Published: Tuesday, 21 June 2022
  • Updated: 21 June 2022, 05:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବକଙ୍କୁ ଦେଶସେବା ସୁଯୋଗ ଦେବାରେ ‘ଅଗ୍ନିପଥ’ ଏକ ନିଆରା ସ୍କିମ୍। ତେଣୁ ସେବା ନିବୃତ୍ତ ହେବା ପରେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା। ଏନେଇ ଟ୍ୱିଟ କରି ଘୋଷଣା କରିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ଏମଡି ଶୁଭ୍ରକାନ୍ତ ପଣ୍ଡା।

‘ଅଗ୍ନିପଥ’ ଯୋଜନାକୁ ପ୍ରଥମରୁ ସ୍ୱାଗତ କରିଥିବା ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ସ୍ବତନ୍ତ୍ର ତାଲିମ ଓ ଦକ୍ଷତା ହାସଲ କରିଥିବା ଅଗ୍ନିବୀରମାନଙ୍କୁ ସେବା ନିବୃତ୍ତ ପରେ ନିଯୁକ୍ତି ଦେବା ପାଇଁ  ଶିଳ୍ପଜଗତ ଆଗେଇ ଆସିବ। ସେହି ହିସାବରେ ଇମ୍ଫା ମଧ୍ୟ ଅଗ୍ନିବୀରଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବ।

ସମଗ୍ର ଦେଶରେ ‘ଅଗ୍ନିପଥ’କୁ ନେଇ ତମ୍ବି ତୋଫାନ୍‌ ଲାଗି ରହିବା ସହ ଜଳୁଛି ନିଆଁ। ଏପରି ସମୟରେ ୪ ବର୍ଷ ପରେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବାକୁ ଆଗଭର ହେଲେଣି ବହୁ ରାଜ୍ୟ ଓ ଘରୋଇ ଶିଳ୍ପ ଉଦ୍ୟୋଗ। ଗତକାଲି ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବାକୁ ମହିନ୍ଦ୍ରା ଗ୍ରୁପ୍‌ ଘୋଷଣା କରିଥିବାବେଳେ ଆଜି ସମାନ କଥା ଦୋହରାଇଛି ଇମ୍ଫା। ଏଥିସହ ୪ ବର୍ଷ ପରେ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ଦେବାର ଗ୍ୟାରେଣ୍ଟି ଦେଇଛନ୍ତି ହରିୟାଣା ସରକାର।

ଗତକାଲି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ଅଗ୍ନିବୀରଙ୍କୁ ଏକ ବଡ଼ ଅଫର୍‌ ଦେଇଛନ୍ତି। ଅବସର ପରେ ଇଚ୍ଛୁକ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ନିଯୁକ୍ତି ମିଳିବ ବୋଲି ସେ କଥା ଦେଇଛନ୍ତି। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିନ୍ଦ୍ର ଗ୍ରୁପ୍। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ। ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ଯ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା।

‘ଅଗ୍ନିପଥ’କୁ ସମଗ୍ର ଦେଶରେ ଜୋରଦାର ବିରୋଧ କରାଯାଉଥିବା ବେଳେ ‘ଅଗ୍ନିବୀର’ଙ୍କ ନିଯୁକ୍ତି ପାଇଁ ସ୍ଥଳସେନା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story