ଭୁବନେଶ୍ୱରରେ ୬ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ୬୮

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛିଦିନର ବ୍ୟବଧାନ ପରେ ଏବେ ପୁଣିଥରେ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଓ ଭୁବନେଶ୍ୱର ମହାନଗର ନିଗମରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୬ଜଣ ନୂଆ କୋଭିଡ୍ ରୋଗୀ ଚିହ୍ନଟ […]

corona

corona

Ordigital Desk
  • Published: Wednesday, 24 February 2021
  • Updated: 24 February 2021, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛିଦିନର ବ୍ୟବଧାନ ପରେ ଏବେ ପୁଣିଥରେ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଓ ଭୁବନେଶ୍ୱର ମହାନଗର ନିଗମରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୬ଜଣ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ  ବିଜେବି ନଗର ଅଂଚଳରେ ଜଣେ ରୋଗୀ କ୍ୱାରେଣ୍ଟାଇନରେ ଥିବାବେଳେ ଅନ୍ୟ ୫ଜଣ ସ୍ଥାନୀୟ ସଂକ୍ରମିତ।

ଝାରପଡ଼ା, ବରଗଡ଼ ଓ ଟଙ୍କପାଣି ଅଂଚଳରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ଜଣ ମଂଚେଶ୍ୱର ଅଂଚଳର ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।
ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ୬୮ଟି ନୂଆ କୋଭିଡ୍ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି। ଗତ ସୋମବାର ୬୯ଜଣ, ମଙ୍ଗଳବାର ୬୨ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୬୮ଜଣଙ୍କ ମଧ୍ୟରୁ ୨୮ଜଣ ସ୍ଥାନୀୟ ସଂକ୍ରମିତ ଓ ବାକି ୪୦ଜଣ କ୍ୱାରେଣ୍ଟାଇନରେ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ଜଣ, ସମ୍ବଲପୁରରେ ୭ଜଣ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ବାକି ୧୯ଟି ଜିଲ୍ଲାରେ ୫୨ଜଣ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩ଲକ୍ଷ ୩୬ହଜାର ୮୩୫ଜଣ ପଜେଟିଭ୍ ଥିବାବେଳେ ସେମାନଙ୍କ ମଧ୍ୟରୁ ୬୨୫ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସେହିପରି ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ମୋଟ ୩୧୯୬୨ଜଣ ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୧୬୨୧ଜଣ ସୁସ୍ଥ ହୋଇଛନ୍ତି। ବାକି ୨୪୮ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୭୨ଜଣ ଏବେ ସକ୍ରିୟ ସଂକ୍ରମିତ  ଅଛନ୍ତି ବୋଲି ବିଏମସି ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story