ସବୁ ସାରିଦେଲା ନିଆଁ ଲଗା ଭୂତାଣୁ , ସିନ୍ଦୂରକୁ ଝୁରି ହେଉଛନ୍ତି ସୁଜାତା

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ଗଞ୍ଜାମ ଜିଲ୍ଲା ଅଙ୍ଗାର ଗାଁର ସୁଜାତା ସାହୁ । ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିନେଇଥିବା ମହାମାରୀର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେପଡୁଛି। କେବଳ ସେ ଯେ ସ୍ୱାମୀହରା ହୋଇଛନ୍ତି ତାନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ଭାଇ ଆଗପଛ ହୋଇଚାଲିଯିବା ପରେ ସାହୁ ପରିବାର ଏବେ ମୂରବୀ ଶୂନ୍ୟ। ଦିନେ ଏହି ପରିବାରରେ ଥିଲେ ୫ ଭାଇ। ୨ ବର୍ଷ ତଳେ ଦୁର୍ଘଟଣାରେ […]

sujata-11

sujata-11

Tapas Behera
  • Published: Sunday, 17 January 2021
  • Updated: 17 January 2021, 08:44 PM IST

Sports

Latest News

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ଗଞ୍ଜାମ ଜିଲ୍ଲା ଅଙ୍ଗାର ଗାଁର ସୁଜାତା ସାହୁ । ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିନେଇଥିବା ମହାମାରୀର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେପଡୁଛି। କେବଳ ସେ ଯେ ସ୍ୱାମୀହରା ହୋଇଛନ୍ତି ତାନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ଭାଇ ଆଗପଛ ହୋଇଚାଲିଯିବା ପରେ ସାହୁ ପରିବାର ଏବେ ମୂରବୀ ଶୂନ୍ୟ। ଦିନେ ଏହି ପରିବାରରେ ଥିଲେ ୫ ଭାଇ। ୨ ବର୍ଷ ତଳେ ଦୁର୍ଘଟଣାରେ ଯାଇଥିଲା ଜଣଙ୍କର ଜୀବନ।

କିଛି ମାସ ତଳେ କରୋନା ନେଇଗଲା ଅନ୍ୟ ୪ ଭାଇଙ୍କ ଜୀବନ। ହେଲେ ଏହି ପରିବାରକୁ ଏଯାଏଁ ମିଳିନି ସରକାରୀ ସହାୟତା। ଘର ଅଗଣାରେ ଦୋକାନ ଖଣ୍ଡେ କରି ଯାହା ଆୟ ହେଉଛି, ସେଥିରେ କଷ୍ଟେମଷ୍ଟେ ଚଳିଯାଉଛନ୍ତି ପିଲା ଛୁଆ। ଏବେ ଟିକା ଆସିବା ପରେ ସେ ଆଶ୍ୱସ୍ତ । ସୁଜାତାଙ୍କ ଇଛା, ସେମାନଙ୍କର ବି ଜଲଦି ଟିକାକରଣ କରାଯାଉ।

ସେହିପରି  ବାଲେଶ୍ୱର ଆଳୁପୁରର ଜଣାଶୁଣା ସାମ୍ବାଦିକ ତାରିଣୀକାନ୍ତ ପାଢୀଙ୍କ ପରିବାର। ପତ୍ନୀ ଓ ଦୁଇ ଝିଅଙ୍କୁ ଛାଡ଼ି କରୋନାରେ ଆରପାରିକୁ ଚାଲିଗଲେ ତାରିଣୀକାନ୍ତ। ସ୍ୱାମୀଙ୍କୁ ମରଣମୁହଁରୁ ଫେରାଇ ଆଣିବା ପାଇଁ କେତେ ଚେଷ୍ଟା କରିଥିଲେ ପତ୍ନୀ। ଶେଷରେ ଗତ ସେପଟେମ୍ବର ୨୯ରେ ତାରିଣୀଙ୍କୁ ଛଡ଼ାନେଇଗଲା ମହାମାରୀ। ଏମିତି ଦୁଃଖଦାୟକ କାହାଣୀ ଅସଂଖ୍ୟ ଅଛି, ଅଧିକାଂଶ ପରିବାରରେ ଏବେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏହି ଶୋକସନ୍ତପ୍ତ ପରିବାର ଆଶା ରଖିଛନ୍ତି ସମସ୍ତେ ତୁରନ୍ତ ଟିକା ପାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story