‘ଜୁଲାଇ ଆରମ୍ଭ ହେଲାଣି, ଧାର୍ଯ୍ୟ ହୋଇପାରୁନି ଧାନର ମୂଲ୍ୟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଉଠିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବିବାଦ। ଚଳିତ ବର୍ଷ ସାଧାରଣ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପ୍ରତି ୨୯୩୦ ଓ ଏ-ଗ୍ରେଡ ଧାନ ୨୯୭୦ ଟଙ୍କା କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ କୃଷି ସଚିବ। ଏହା ଭିତରେ କେନ୍ଦ୍ର ସରକକାରକୁ ଟାର୍ଗେଟ୍ କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି-“ଜୁନ୍‌ ମଧ୍ୟଭାଗରେ ଧାନର ଏମ୍‌ଏସ୍‌ପି ନିର୍ଦ୍ଧାରଣ ହୋଇଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜୁନ୍‌ […]

603987-paddy-msp

603987-paddy-msp

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 05:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଉଠିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବିବାଦ। ଚଳିତ ବର୍ଷ ସାଧାରଣ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପ୍ରତି ୨୯୩୦ ଓ ଏ-ଗ୍ରେଡ ଧାନ ୨୯୭୦ ଟଙ୍କା କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ କୃଷି ସଚିବ। ଏହା ଭିତରେ କେନ୍ଦ୍ର ସରକକାରକୁ ଟାର୍ଗେଟ୍ କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ।

ସେ କହିଛନ୍ତି-“ଜୁନ୍‌ ମଧ୍ୟଭାଗରେ ଧାନର ଏମ୍‌ଏସ୍‌ପି ନିର୍ଦ୍ଧାରଣ ହୋଇଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜୁନ୍‌ ମାସ ସରି ଜୁଲାଇ ଆରମ୍ଭ ହେବାକୁ ବସିଲାଣି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିପାରିଲେ ନାହିଁ। ଗତବର୍ଷ ମେ’ ମାସରେ କୃଷି କମିଶନ ଏକ କମିଟି ଧାନର ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପଚାରିଥିଲେ। ସେତେବେଳେ ଆମେ ସାଧାରଣ ବର୍ଗ ଧାନର କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଓ ଏ-ଗ୍ରେଡ୍‌ ଧାନର ମୂଲ୍ୟ ୨୯୭୦ ଟଙ୍କା ଧାର୍ଯ୍ୟ କରିବାକୁ କହିଥିଲୁ। ମାତ୍ର କମିଟି ୧୭୪୫ ଟଙ୍କା ଓ ୧୭୭୦ କରିବାକୁ ନିଷ୍ପତ୍ତି ନେଇଥିଲା। ଧାନର ଏମ୍‌ଏସ୍‌ପି ଆଜିପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇପାରି ନାହିଁ। ତେଣୁ ଧାନର ଏମ୍‌ଏସ୍‌ପି ପଢ଼ାଇବା ପାଇଁ ଗତ ମାର୍ଚ୍ଚ ୩୧ ତାରିଖରେ ମୁଁ କେନ୍ଦ୍ରକୃଷି ମନ୍ତ୍ରୀ ରାଧା ମୋହନଙ୍କୁ ଚିଠି ଲେଖିଥିଲି। ହେଲେ ଆଜିପର୍ଯ୍ୟନ୍ତ ଚିଠିର ଉତ୍ତର ମିଳିନାହିଁ। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାରମ୍ୱାର ଓଡ଼ିଶା ଆସି ଆମେ କୃଷକଙ୍କ ପାଇଁ କାମ କରୁଛୁ ବୋଲି କହୁଛନ୍ତି। ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ରେ ଆୟୋଜିତ ସାଧାରଣ ସଭାରେ ଚାଷୀଙ୍କ ଉତ୍ପାଦିତ ଶଷ୍ୟର ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି କହିଥିଲେ। ହେଲେ ଦୁଃଭାଗ୍ୟର ବିଷୟ ଚାଷୀଙ୍କ ଖର୍ଚ୍ଚ ଆଜିପର୍ଯ୍ୟନ୍ତ ଭରଣା କରାଯାଇନି। ଏଥିରୁ ଜଣାପଡ଼ୁଛି କୃଷକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର କେତେ ଦରଦ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story