ଏମାନଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଅଧିକ

ବହୁ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି। କ୍ୟାନସର ହେବାର ବହୁ କାରଣ ରହିଛି। ଶାରୀରିକ ଗଠନ ପ୍ରକ୍ରିୟାରେ ବ୍ୟତିକ୍ରମ ଘଟିଲେ କ୍ୟାନସର ହେବାର ଅଧିକ ଆଶଙ୍କ ରହିଥାଏ। ବିଶେଷ କରି ଶରୀରର କୋଷିକା ଗୁଡିକ ବୃଦ୍ଧି ହୋଇ ନଷ୍ଟ ହେବା ଏକ ପ୍ରକ୍ରିୟା। ପ୍ରତି ଦୁଇ ସେକେଣ୍ଡକୁ ଥରେ ଏହି ପ୍ରକ୍ରିୟା ଚାଲିଥାଏ। ଯଦି ଶରୀରର କ୍ଷତ କୋଷିକା ଗୁଡିକ ନଷ୍ଟ ନହୁଏ ତେବେ ଏହା ଏକ ଗୁଚ୍ଛା ଆକାର ଧାରଣ କରିଥାଏ। ଧୀରେ […]

cancer

cancer

Rakesh Mallick
  • Published: Monday, 11 June 2018
  • Updated: 11 June 2018, 02:50 PM IST

Sports

Latest News

ବହୁ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି। କ୍ୟାନସର ହେବାର ବହୁ କାରଣ ରହିଛି। ଶାରୀରିକ ଗଠନ ପ୍ରକ୍ରିୟାରେ ବ୍ୟତିକ୍ରମ ଘଟିଲେ କ୍ୟାନସର ହେବାର ଅଧିକ ଆଶଙ୍କ ରହିଥାଏ। ବିଶେଷ କରି ଶରୀରର କୋଷିକା ଗୁଡିକ ବୃଦ୍ଧି ହୋଇ ନଷ୍ଟ ହେବା ଏକ ପ୍ରକ୍ରିୟା। ପ୍ରତି ଦୁଇ ସେକେଣ୍ଡକୁ ଥରେ ଏହି ପ୍ରକ୍ରିୟା ଚାଲିଥାଏ। ଯଦି ଶରୀରର କ୍ଷତ କୋଷିକା ଗୁଡିକ ନଷ୍ଟ ନହୁଏ ତେବେ ଏହା ଏକ ଗୁଚ୍ଛା ଆକାର ଧାରଣ କରିଥାଏ। ଧୀରେ ଧୀରେ ଏହା ଟ୍ୟୁମରର ଆକାର ନେଇଥାଏ। ଯାହା ପରେ କ୍ୟାନସରର ଆଶଙ୍କା ବଢିଇ ଦେଇଥାଏ। ଏହାବାଦ ଅନ୍ୟ କିଛି କାରଣ ରହିଛି, ଯାହା କ୍ୟାସରର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ କ୍ୟାନସର ହେବାର ଆଶଙ୍କା ଅଧିକ ରହିଛି।

cancerପୁରୁଷଙ୍କ କ୍ଷେତ୍ରରେ ଅଧିକ ଆଶଙ୍କା: Cancer Research UK, Leeds Beckett University, Men's Health Forum ଓ The National Cancer Intelligence Network ରିପୋର୍ଟ ଅନୁସାରେ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ କ୍ୟାନସର ହେବାର ଆଶଙ୍କା ୪୦ ପ୍ରତିଶତ ଅଧିକ ରହିଛି।

cancerଡେଙ୍ଗା ବ୍ୟକ୍ତି: ଶରୀରର ଉଚ୍ଚତା ଆପଣଙ୍କୁ ସେକ୍ସି ଓ ହଟ୍ ଲୁକ୍‌ ଦିଏ। କିନ୍ତୁ ଏହା କ୍ୟାନସରର କାରଣ ହୋଇପାରେ। ସ୍ୱୀଡେନ୍‌ର ଗବେଷକ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡିଛି, ସାମାନ୍ୟ ଉଚ୍ଚତାରୁ ୧୦ ସେମି ଅଧିକ ଉଚ୍ଚତା ଥିବା ପୁରୁଷଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ୧୧ ପ୍ରତିଶତ ରହିଥାଏ। ଏହି କ୍ଷେତ୍ରରେ ୧୮ ପ୍ରତିଶତ ମହିଳା କ୍ୟାନସରରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। କ୍ୟାନସର ପାଇଁ ଉଚ୍ଚତା ସେତେ ମାତ୍ରାରେ ଦାୟୀ ନୁହେଁ, ଧୂମପାନ ଓ ଅନିୟମିତ ଖାଦ୍ୟପେୟ ଯେତେ ପରିମାଣରେ ଦାୟୀ।

cancerଚର୍ମ: କ୍ୟାନସର ହେବା, ନହେବା ଚର୍ମର ପ୍ରକାର ଭେଦ ଉପରେ ନିର୍ଭର କରେ। ଅଧିକ ଗୋରା ବା ଅଧିକ କଳା ବ୍ୟକ୍ତିଙ୍କୁ କ୍ୟାନସର ହେବା ଆଶଙ୍କା ଅଧିକ ରହିଥାଏ।

cancerଜିନ୍‌ଗତ ସମସ୍ୟା: ପରିବାର ଭିତରେ କାହାକୁ କ୍ୟାନସର ହୋଇଥିଲେ ଏହା ପରିବାରର ଅନ୍ୟ ସଦସ୍ୟଙ୍କୁ ହେବାର ଆଶଙ୍କା ବଢିଯାଏ। ଯଦି ପରିବାର ଭିତରେ କାହାକୁ କ୍ୟାନସର ହୋଇଥାଏ, ତେବେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ନିଜର ଯାଞ୍ଚ କରାଇ ନିଅନ୍ତୁ। ଏହି କ୍ଷେତ୍ରରେ ଜିନ୍‌ଗତ କାରଣରୁ କ୍ୟାନସର ହେବାର ଆଶଙ୍କା ୫ ପ୍ରତିଶତ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story