ORSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ Quick Reaction Surface to Air Missile (QRSAM) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ପରୀକ୍ଷଣ କରାଯାଇଥିଲା। Continuing the test trials of Quick Reaction Surface to Air Missile, the second successful flight test within a week proved […]

Q

Q

Manoranjan Sial
  • Published: Tuesday, 17 November 2020
  • Updated: 17 November 2020, 07:46 PM IST

Sports

Latest News

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ Quick Reaction Surface to Air Missile (QRSAM) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ପରୀକ୍ଷଣ କରାଯାଇଥିଲା।

https://twitter.com/DRDO_India/status/1328695498723577859?s=20

QRSAM କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୨୦ରୁ ୩୦ କିମି ରହିଛି। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷ କ୍ଷେପଣାସ୍ତ୍ରକୁ ଅତି ସହଜରେ ନିକ୍ଷେପ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos