ମଣିବିଜୟ ମିସାଇଲ୍ ପରୀକ୍ଷା ସଫଳ

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ଆଜି  ମଣି ବିଜୟ ମିସାଇଲ୍ ପରୀକ୍ଷା ସଫଳ ହୋଇଛି। ଆଜି ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ରେ ଏହି ମିସାଇଲ୍ ଉତ୍‌କ୍ଷେପଣ ହୋଇଛି। ୧୪୦ କେଜି ଓଜନ ବିଶିଷ୍ଟ ଏହି ମିସାଇଲ ଫାଇଟର୍ ଜେଟରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୦୦ରୁ ୧୨୫ କିଲୋମିଟର୍। ବେଶ୍ କୌଶଳ ସହ ଶତ୍ରୁ ପକ୍ଷର ରାଡାରକୁ ଚକମା ଦେଇ ଲକ୍ଷ୍ୟ ଭେଦରେ ମାହିର ରହିଛି ଏହି ମିସାଇଲ୍। […]

Shaurya-Missile-1

Shaurya-Missile-1

Tapas Behera
  • Published: Saturday, 03 October 2020
  • Updated: 03 October 2020, 03:37 PM IST

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ଆଜି  ମଣି ବିଜୟ ମିସାଇଲ୍ ପରୀକ୍ଷା ସଫଳ ହୋଇଛି। ଆଜି ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ରେ ଏହି ମିସାଇଲ୍ ଉତ୍‌କ୍ଷେପଣ ହୋଇଛି।

୧୪୦ କେଜି ଓଜନ ବିଶିଷ୍ଟ ଏହି ମିସାଇଲ ଫାଇଟର୍ ଜେଟରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୦୦ରୁ ୧୨୫ କିଲୋମିଟର୍। ବେଶ୍ କୌଶଳ ସହ ଶତ୍ରୁ ପକ୍ଷର ରାଡାରକୁ ଚକମା ଦେଇ ଲକ୍ଷ୍ୟ ଭେଦରେ ମାହିର ରହିଛି ଏହି ମିସାଇଲ୍। ଡିଆରଡିଓ ପକ୍ଷରୁ ଏହାକୁ ବିକଶିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos