ନୂଆ ଶିଳ୍ପନୀତି ଯୋଗୁଁ ରାଜ୍ୟରେ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଛି: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ନୂଆ ଶିଳ୍ପନୀତି-୨୦୧୫ ଯୋଗୁଁ ରାଜ୍ୟରେ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଛି। ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେକୋଟପାଡ଼ରେ ଆଇଟି ପାର୍କ କିମ୍ୱା ଫୁଡ୍ ପାର୍କ କିପରି ହୋଇପାରିବ ସେନେଇ ବିଚାର କରାଯାଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ପଦାର୍ଥର ସୁବିନିଯୋଗ କରାଯାଇ ୪ଟି ଶିଳ୍ପ ପ୍ରତିଷ୍ଠା କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସତେତକ ତାରାପ୍ରସାଦ ବାହିନୀପତି ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ନେଇ […]

devee

devee

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 07:44 AM IST

Sports

Latest News

ଭୁବନେଶ୍ୱର: ନୂଆ ଶିଳ୍ପନୀତି-୨୦୧୫ ଯୋଗୁଁ ରାଜ୍ୟରେ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଛି। ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେକୋଟପାଡ଼ରେ ଆଇଟି ପାର୍କ କିମ୍ୱା ଫୁଡ୍ ପାର୍କ କିପରି ହୋଇପାରିବ ସେନେଇ ବିଚାର କରାଯାଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ପଦାର୍ଥର ସୁବିନିଯୋଗ କରାଯାଇ ୪ଟି ଶିଳ୍ପ ପ୍ରତିଷ୍ଠା କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସତେତକ ତାରାପ୍ରସାଦ ବାହିନୀପତି ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ଉତ୍କଳ ଆଲୁମିନା, ତୋଷାଳି ସିମେଣ୍ଟ ଭଳି କାରଖାନାରେ ଅଗ୍ରାଧିକାର ଭିତ୍ତିରେ ବାହାର ରାଜ୍ୟଠାରୁ ଅଧିକ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story