କାଳିଆ ଭଳି ପିଏମ୍‌-କିଷାନରେ ଅଯୋଗ୍ୟ ପାଇଛନ୍ତି ସହାୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଭଳି କେନ୍ଦ୍ରର ପିଏମ୍-କିଷାନ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ରଖିଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ କହିବା ଅନୁଯାୟୀ, ଓଡ଼ିଶାର ୮ ହଜାର ୯୮୨ ଜଣ ଅଯୋଗ୍ୟ ଚାଷୀ ପିଏମ୍-କିଷାନ୍‌ରେ ସହାୟତା ପାଇଛନ୍ତି। ସେମାନଙ୍କ ଆକାଉଣ୍ଟକୁ ଯାଇଛି ୪ କୋଟି ୭୮ ଲକ୍ଷ ୨୨ ହଜାର ଟଙ୍କା। କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ […]

Mm Kisan

Mm Kisan

Manoranjan Sial
  • Published: Saturday, 24 July 2021
  • Updated: 24 July 2021, 07:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଭଳି କେନ୍ଦ୍ରର ପିଏମ୍-କିଷାନ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ରଖିଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ କହିବା ଅନୁଯାୟୀ, ଓଡ଼ିଶାର ୮ ହଜାର ୯୮୨ ଜଣ ଅଯୋଗ୍ୟ ଚାଷୀ ପିଏମ୍-କିଷାନ୍‌ରେ ସହାୟତା ପାଇଛନ୍ତି। ସେମାନଙ୍କ ଆକାଉଣ୍ଟକୁ ଯାଇଛି ୪ କୋଟି ୭୮ ଲକ୍ଷ ୨୨ ହଜାର ଟଙ୍କା। କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ପୂରା ଦେଶରେ ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ପ୍ରାୟ ୩ ହଜାର କୋଟି ଟଙ୍କା। ଆଶ୍ଚର୍ଯ୍ୟର କଥା ହେଉଛି, ଅଯୋଗ୍ୟଙ୍କ ତାଲିକାରେ ଆୟକର ଦେଉଥିବା କିଛି ହିତାଧିକାରୀ ମଧ୍ୟ ରହିଛନ୍ତି। ଏହି ଅନିୟମିତତା ପଦାକୁ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ରାଶି କିଭଳି ଫେରାଇ ଅଣାଯିବ ଓ ସହାୟତା ପାଇଥିବା ଆୟକରଦାତାଙ୍କୁ ଚିହ୍ନଟ ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଇ ରାଜ୍ୟମାନଙ୍କୁ ପଠାଯାଇଛି। ସେହିଭଳି ହିତାଧିକାରୀଙ୍କ ସରଜମିନ ଯାଞ୍ଚ ପାଇଁ କୁହାଯାଇଛି।

ଅତୀତରେ କାଳିଆ ଯୋଜନାର ଅଯୋଗ୍ୟଙ୍କଠାରୁ ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ପ୍ରୟାସ କରିଥିଲେ। କିନ୍ତୁ ଅନେକ ବିବାଦ କାରଣରୁ ତାହା ସମ୍ଭବ ହୋଇପାରିଥିଲାନି। ପିଏମ୍-କିଷାନ  କ୍ଷେତ୍ରରେ ସେମିତି ହେବ ନାହିଁ ତ? ସେପଟେ ଯୋଗ୍ୟ ହିତାଧିକାରୀ ଚୟନ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଥିବାରୁ ଅଯୋଗ୍ୟ ଲୋକ ଯୋଜନା ହାତେଇଥିବା ସାମ୍ନାକୁ ଆସିବା ପରେ ବର୍ଷିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

ରାଜ୍ୟରେ ୪୦ ଲକ୍ଷ ଚାଷୀ ପିଏମ୍-କିଷାନ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନେ ପଂଜୀକରଣ କରିଥିଲେ ମଧ୍ୟ ସମସ୍ତଙ୍କୁ ସହାୟତା ମିଳିନଥିଲା। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଜବାବ୍‌ରେ କୃଷିମନ୍ତ୍ରୀ ଅରୁଣ ସାହୁ ଚିଠି ଲେଖି କିଛି ବୈଷୟିକ ସମସ୍ୟା ଥିବା ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story