ଗୋଦାମ ଘରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ହୁମ୍ମା ହାଟ ନିକଟ ଏକ ଗୋଦାମ ଘରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।  ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ଶିଶୁଟିକୁ ରାସ୍ତାରେ ଛାଡ଼ି ଦେଇ ପଳାଇଲା, ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଶିଶୁଟିକୁ ଉଦ୍ଧାର ପରେ ସ୍ଥାନୀୟ ଲୋକେ ତାକୁ ହୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ଶିଶୁଟିକୁ […]

infant

infant

Niharika Rout
  • Published: Saturday, 23 May 2020
  • Updated: 23 May 2020, 12:06 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ହୁମ୍ମା ହାଟ ନିକଟ ଏକ ଗୋଦାମ ଘରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।  ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ଶିଶୁଟିକୁ ରାସ୍ତାରେ ଛାଡ଼ି ଦେଇ ପଳାଇଲା, ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଶିଶୁଟିକୁ ଉଦ୍ଧାର ପରେ ସ୍ଥାନୀୟ ଲୋକେ ତାକୁ ହୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ଶିଶୁଟିକୁ ଛତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତା’ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପ଼ଡିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁପୁତ୍ରଟିକୁ ଫୋପାଡ଼ି ଦେଇ ପଳାଇଲା ତାହା ସ୍ପଷ୍ଟ ହୋଇନାହିଁ ।

ଲକ୍‌ଡାଉନ୍‌ ଯୋଗୁଁ ବହୁ ପ୍ରବାସୀ ଶ୍ରମିକ ଚାଲି ଚାଲି ଯାଉଥିବାରୁ କେହି ଶିଶୁଟିକୁ ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story