୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା, ଓଡ଼ିଶାରେ କେବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସକ୍ରିୟ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ତେବେ  ଚଳିତ ବର୍ଷ ମୌସୁମୀ ବାୟୁ ସ୍ୱାଭାବିକ୍ ରହିବନି ବରଂ ଦୁର୍ବଳ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ବିଶେଷଜ୍ଞ ସମର ଚୌଧୁରୀ ପୂର୍ବାନୁମାନ କରିଛନ୍ତି। ୬୫ ବର୍ଷ ମଧ୍ୟରେ ଏବର୍ଷ ଦ୍ୱିତୀୟ ସର୍ବାଧିକ ଶୁଷ୍କ ବର୍ଷ ହେବ ବୋଲି ସ୍କାଏମେଟ୍‌ ଅନୁମାନ କରିଛି। ସାଧାରଣତଃ ସ୍ୱାଭାବିକ୍‌ ପ୍ରାକ୍ ମୌସୁମୀ ବୃଷ୍ଟି ପରିମାଣ […]

c-99

c-99

Tapas Behera
  • Published: Wednesday, 05 June 2019
  • Updated: 05 June 2019, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସକ୍ରିୟ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ତେବେ  ଚଳିତ ବର୍ଷ ମୌସୁମୀ ବାୟୁ ସ୍ୱାଭାବିକ୍ ରହିବନି ବରଂ ଦୁର୍ବଳ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ବିଶେଷଜ୍ଞ ସମର ଚୌଧୁରୀ ପୂର୍ବାନୁମାନ କରିଛନ୍ତି। ୬୫ ବର୍ଷ ମଧ୍ୟରେ ଏବର୍ଷ ଦ୍ୱିତୀୟ ସର୍ବାଧିକ ଶୁଷ୍କ ବର୍ଷ ହେବ ବୋଲି ସ୍କାଏମେଟ୍‌ ଅନୁମାନ କରିଛି। ସାଧାରଣତଃ ସ୍ୱାଭାବିକ୍‌ ପ୍ରାକ୍ ମୌସୁମୀ ବୃଷ୍ଟି ପରିମାଣ ୧୩୧.୫ ମିମି ହୋଇଥାଏ।

କିନ୍ତୁ ଚଳିତ ବର୍ଷ ପ୍ରାକ୍ ବୃଷ୍ଟିପାତ ପରିମାଣ ୯୯ ମିମି ରେକର୍ଡ ହୋଇଛି। ଏଲ୍ ନିନୋ ପ୍ରଭାବରୁ ମୌସୁମୀ ପ୍ରଭାବିତ ହୋଇଛି ବୋଲି ଆକଳନ କରାଯାଇଛି। ସେପଟେ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆଜି କିଛି ଜାଗାରେ ଭୀଷଣ ବଜ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ। ସେହି ଜାଗା ଗୁଡ଼ିକ ହେଲା ଭୋଗରାଇ, ଖଇରା, ଔପଦା, ବାଂଶପାଳ , କେନ୍ଦୁଝର, ପାଟଣା, ଝୁମ୍ପୁରା, ଚମ୍ପୁଆ, ଶୁକ୍ରୁଳି, ଯଶିପୁର, ରେମୁଣା ଏବଂ  କୁସୁମୀ।

ସାଧାରଣତଃ  ଜୁନ୍‌ ପହିଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ଗତ ମେ’ ୧୮ ତାରିଖରେ ବି ମୌସୁମୀ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପହଞ୍ଚିଲା। ତେବେ ସେଠାରେ ଅଟକିବା ପରେ ପୁଣିଥରେ ସକ୍ରିୟ ହେବାରେ ଲାଗିଛି।  ତେବେ ଓଡ଼ିଶାରେ ମୌସୁମୀ ରଜ ପରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story