ଗିଫ୍ଟରେ ARIAM 2019 ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିଫ୍ଟ ଇଞ୍ଜିନିୟରିଂ କଲେଜରେ ଏସ୍‌ଆଇଟି ଦ୍ୱାରା ପ୍ରାୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ARIAM 2019 ଅନୁଷ୍ଠିତ ହୋଇଛି।  ଏହି ସମ୍ମିଳନୀ ‘ଆପ୍ଲିକେସନ୍‌ ଅଫ୍‌ ରୋବୋଟିକସ୍‌ ଇନ୍ ଇଣ୍ଡଷ୍ଟ୍ରୀ ୟୁଜିଂ ଆଡଭାନସ୍ ମେକାନିଜିମ୍‌’ ଶୀର୍ଷକ ଉପରେ ଆଧାରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମେଘାଳୟର ନିର୍ଦ୍ଦେଶକ ଡଃ. ବି.ବି ବିଶ୍ୱାଳ ମୁଖ୍ୟ ଅତିଥି ଓ ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାରର ଭାଇସ୍‌ ପ୍ରେସିଡେଣ୍ଟ ବି.ପି ମିଶ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ […]

gift

gift

Puspanjali Panda
  • Published: Tuesday, 20 August 2019
  • Updated: 20 August 2019, 03:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିଫ୍ଟ ଇଞ୍ଜିନିୟରିଂ କଲେଜରେ ଏସ୍‌ଆଇଟି ଦ୍ୱାରା ପ୍ରାୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ARIAM 2019 ଅନୁଷ୍ଠିତ ହୋଇଛି।  ଏହି ସମ୍ମିଳନୀ ‘ଆପ୍ଲିକେସନ୍‌ ଅଫ୍‌ ରୋବୋଟିକସ୍‌ ଇନ୍ ଇଣ୍ଡଷ୍ଟ୍ରୀ ୟୁଜିଂ ଆଡଭାନସ୍ ମେକାନିଜିମ୍‌’ ଶୀର୍ଷକ ଉପରେ ଆଧାରିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମେଘାଳୟର ନିର୍ଦ୍ଦେଶକ ଡଃ. ବି.ବି ବିଶ୍ୱାଳ ମୁଖ୍ୟ ଅତିଥି ଓ ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାରର ଭାଇସ୍‌ ପ୍ରେସିଡେଣ୍ଟ ବି.ପି ମିଶ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଏସ୍‌ . କ୍ରୀଷ୍ଣମୋହନ ରାଓ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ।

ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୫୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଆସି ନିବନ୍ଧ ପାଠ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos