‘ନିଜ ଅଞ୍ଚଳ ସହ ଓଡ଼ିଶାର ବିକାଶ ପାଇଁ କାମ କରିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ‘ଲେହେରୋଁ ସେ ଡରକେ କଭି ନୌକା ପାର୍‌ ନହିଁ ହୋତି, କୋଶିଶ୍‌ କରନେ ୱାଲୋକିଂ କଭି ହାର୍‌ ନହିଁ ହୋତି’। ଯାହାର ଅର୍ଥକୁ ଶରଳ ଭାଷାରେ କହିଲେ ଏହା ହିଁ ହେବ ଯେ, ପ୍ରଚେଷ୍ଟା କଲେ ସଫଳତା ଅବଶ୍ୟ ମିଳିଥାଏ। ସେହି ପ୍ରଚେଷ୍ଟାର ଉଦାହରଣ ହେଉଛନ୍ତି ପ୍ରଭାତୀ ଝୋଡ଼ିଆ। ଆଦିବାସୀ ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍‌ ଭାବେ ସେ କୃତକାର୍ଯ୍ୟ ହୋଇଛନ୍ତି। ଗୁରୁବାର ପ୍ରକାଶ ପାଇଥିବା ଓପିଏସ୍‌ସି ପରୀକ୍ଷାରେ ୧୦୬ଜଣ କୃତକାର୍ଯ୍ୟଙ୍କ […]

maxresdefault

maxresdefault

Biswobandita Swain
  • Published: Saturday, 22 December 2018
  • Updated: 22 December 2018, 05:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ‘ଲେହେରୋଁ ସେ ଡରକେ କଭି ନୌକା ପାର୍‌ ନହିଁ ହୋତି, କୋଶିଶ୍‌ କରନେ ୱାଲୋକିଂ କଭି ହାର୍‌ ନହିଁ ହୋତି’। ଯାହାର ଅର୍ଥକୁ ଶରଳ ଭାଷାରେ କହିଲେ ଏହା ହିଁ ହେବ ଯେ, ପ୍ରଚେଷ୍ଟା କଲେ ସଫଳତା ଅବଶ୍ୟ ମିଳିଥାଏ। ସେହି ପ୍ରଚେଷ୍ଟାର ଉଦାହରଣ ହେଉଛନ୍ତି ପ୍ରଭାତୀ ଝୋଡ଼ିଆ।

ଆଦିବାସୀ ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍‌ ଭାବେ ସେ କୃତକାର୍ଯ୍ୟ ହୋଇଛନ୍ତି। ଗୁରୁବାର ପ୍ରକାଶ ପାଇଥିବା ଓପିଏସ୍‌ସି ପରୀକ୍ଷାରେ ୧୦୬ଜଣ କୃତକାର୍ଯ୍ୟଙ୍କ ମଧ୍ୟରୁ ସେ ୭୬ତମ ସ୍ଥାନ ଗ୍ରହଣ କରିଛନ୍ତି।

ରାୟଗଡ଼ା ଜିଲ୍ଲା ଉପାନ୍ତ କାଶୀପୁର ବ୍ଲକ ଟିକିରି ପରି ଏକ ଦୁର୍ଗମ ଅଞ୍ଚଳରୁ ଆସିଥିବା ପ୍ରଭାତୀ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ଏକ ଗୌରବର କଥା। ନିକଟରେ ଓଡ଼ିଶା ରିପୋର୍ଟର ସହ ମନଖୋଲି କଥା ହୋଇଥିଲେ ପ୍ରଭାତୀ। ଆମ ପ୍ରତିନିଧି ବିଶ୍ୱବନ୍ଦିତାଙ୍କ ସହ ତାଙ୍କ ବାର୍ତ୍ତାଳାପର କିଛି ଅଂଶ ଆମେ ନିମ୍ନରେ ଦେଉଛୁ।

ସଫଳତାର ଶ୍ରେୟ କାହାକୁ ଦେବେ?

ଉତ୍ତର: ନିଶ୍ଚିତ ଭାବେ ମୁଁ ମୋ ସଫଳତାର ଶ୍ରେୟ ମୋ ବାପା ମାଆଙ୍କୁ ଦେବାକୁ ଚାହିଁବି। ଏ କଥା ବି ସତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମାଆ ମାଝିଘରିଆଣୀଙ୍କ ଆଶିର୍ବାଦରୁ ମୁଁ କୃତକାର୍ଯ୍ୟ ହୋଇଛି।

ଆପଣ ଆଜି OAS ପାଇଛନ୍ତି, ଏଇଟା By chance ନା By choice?

ଉତ୍ତର: ଛୋଟବେଳୁ ମୁଁ ଜଣେ ବ୍ୟୁରୋକ୍ରାଟ୍‌ ହେବାର ଲକ୍ଷ ରଖିଥିଲି। ବହୁ ତଳସ୍ତରରୁ ଉପରକୁ ଆସିଛି। ତେଣୁ OAS ହେବା by choice ବୋଲି କହିପାରନ୍ତି। ତଥାପି ମୁଁ ସନ୍ତୁଷ୍ଟ ନାହିଁ। ମୁଁ UPSC ୨୦୧୯କୁ ଲକ୍ଷ୍ୟ ରଖିଛି। ସେଠି ବି ମୁଁ ସଫଳତା ପାଇବି ବୋଲି ଆଶାବାଦୀ ଅଛି।

ଆପଣ ରାୟଗଡ଼ା ଜିଲ୍ଲା କାଶିପୁରର ଟିକିରିରେ ରୁହନ୍ତି। ଯେଉଁଠି ଲୋକମାନେ ଅପପୁଷ୍ଟି ଭୋଗୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ଅଛନ୍ତି। ଆଗକୁ ଆପଣଙ୍କ ହାତକୁ କ୍ଷମତା ଆସିବ। ତା ହେଲେ, ଆପଣ ଏହି ଅଞ୍ଚଳ ପାଇଁ କ’ଣ କରିବେ?

ଉତ୍ତର: ସେଇଟା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ମୁଁ ଜାଣିଛି ସେହି ଜାଗାରେ କ’ଣ ସବୁ ଅସୁବିଧା ରହିବ। ତେଣୁ ଆଗାମୀ ଦିନରେ ମୁଁ ସେସବୁ ଉପରେ ଧ୍ୟାନ ଦେବି। କେବଳ ମୋ ଅଞ୍ଚଳରେ ନୁହେଁ ମୁଁ ଯେଉଁଠିକୁ ବି ଯାଏ ସେଠି ରହି ମୁଁ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେବି।

କୁହାଯାଉଛି ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଆପଣଙ୍କ ପାଖକୁ କ୍ଷମତା ଆସିଲେ ଆପଣ ସାଧାରଣ ଲୋକଙ୍କ ଅସୁବିଧା ବୁଝିବାକୁ ଚେଷ୍ଟା କରିବେ କି ?

ଉତ୍ତର: ହଁ, ଲୋକମାନଙ୍କ ମନରେ ଗୋଟେ ଧାରଣା ରହିଛି ଯେ, ସରକାର ସେମାନଙ୍କ କଥାକୁ କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି। ସେଇଟା ସତ ନୁହେଁ। ସରକାର ଆମମାନଙ୍କ ପାଇଁ ବହୁତ କିଛି କରିବେ କିନ୍ତୁ ଆମ ସହଯୋଗ ଦରକାର। ଆମେ ସଠିକ୍‌ ରହି ସରକାରଙ୍କ ଯୋଜନାର ଫାଇଦା ଉଠାଇ ପାରିଲେ ଭଲ।

ଟ୍ରେନିଂ ପରେ କେଉଁ ସ୍ଥାନକୁ ନିଜର କର୍ମକ୍ଷେତ୍ର ଭାବେ ବାଛିବେ?

ଉତ୍ତର: ମୁଁ KBK ଅଞ୍ଚଳରେ କାମ କରିବାକୁ ଚାହେଁ।

ଆପଣ ଅଧ୍ୟାପନା କରନ୍ତି। ଏପଟେ ପରୀକ୍ଷା। ଦୁଇଟି ଗୁରୁ ଦାୟିତ୍ୱକୁ ଆପଣ କେମିତି ନିର୍ବାହ କଲେ। କଷ୍ଟ ହେଇଛି କି ?

ଉତ୍ତର: ଫଳପ୍ରଦ ରହିଲା। ମୁଁ ଯେହେତୁ ଓଡ଼ିଆ ମିଡିୟମ୍‌ରେ ପାଠ ପଢୁଥିଲି, ତେଣୁ ଅଧ୍ୟାପନା ସମୟରେ ସ୍ପୋକେନ୍‌ ଇଂଲିଶ୍‌ ଡେଭଲପ୍‌ କରିଛି।

ଯେଉଁମାନେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ କ’ଣ ଟିପ୍ସ ଦେବେ?

ଉତ୍ତର: ମହତ ଉଦ୍ଦେଶ୍ୟ ରଖି କାମ କରନ୍ତୁ ଏବଂ ପରିଶ୍ରମ କରନ୍ତୁ। କାରଣ ପରିଶ୍ରମର କିଛି ବିକଳ୍ପ ନାହିଁ। ଦେଖିବେ ନିଶ୍ଚିତ ସଫଳ ହେବେ।

https://www.youtube.com/watch?v=zhSpDCVP-7U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story