ଓଡ଼ିଶାରେ ଫେବୃଆରୀ ପରଠୁ ପୁଞ୍ଜିନିବେଶ ୧.୧୯ ଲକ୍ଷ କୋଟି ଟଙ୍କା ଟପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୬୪୦୦କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ୫୩୫୮.୨୪କୋଟି ଟଙ୍କାର ୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କର୍ତ୍ତୃପକ୍ଷ ଅନୁମୋଦନ ଦେଇଥିବାବେଳେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୧ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ ୨୦୨୦ ଫେବୃୟାରୀ ମାସ ସୁଦ୍ଧା ୧ଲକ୍ଷ ୧୯ହଜାର ୨୧୪ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ […]

psu

psu

Manoranjan Sial
  • Published: Wednesday, 06 January 2021
  • Updated: 06 January 2021, 08:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୬୪୦୦କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ୫୩୫୮.୨୪କୋଟି ଟଙ୍କାର ୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କର୍ତ୍ତୃପକ୍ଷ ଅନୁମୋଦନ ଦେଇଥିବାବେଳେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୧ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ ୨୦୨୦ ଫେବୃୟାରୀ ମାସ ସୁଦ୍ଧା ୧ଲକ୍ଷ ୧୯ହଜାର ୨୧୪ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ୫୩୫୮.୨୪କୋଟି ଟଙ୍କାର ୩ଟି ପ୍ରମୁଖ ଶିଳ୍ପ ପ୍ରୋଜେକ୍ଟକୁ ଅନୁମୋଦନ ମିଳିଛି। ଏଥିରେ ମେଟାଲ ଆଣ୍ଡ ମେଟାଲ ଡାଉନଷ୍ଟ୍ରିମ୍ , ସିମେଣ୍ଟ ଓ ରିଫାଇନାରୀ ଓ ପେଟ୍ରୋକେମିକାଲ କ୍ଷେତ୍ରର ପ୍ରୋଜେକ୍ଟ ରହିଛି। ଏହି ୩ଟି ଶିଳ୍ପ ପ୍ରକଳ୍ପରେ ପ୍ରାୟ ୩୬୬୭ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯାଜପୁର କଳିଙ୍ଗନଗରରେ ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର ଲିଃ ତା’ର ଇସ୍ପାତ ପ୍ଲାଣ୍ଟର କ୍ଷମତାକୁ ବାର୍ଷିକ ୦.୦୭ ନିୟୁତ ଟନ୍‌ରୁ ୧.୧୯ ନିୟୁତ ଟନକୁ ସମ୍ପ୍ରସାରଣ ପାଇଁ ୨୪୧୫କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ୨୮୬୭ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ସୁନ୍ଦରଗଡ଼ର କୁଟ୍ରାଠାରେ ଶିବା ସିମେଣ୍ଟ ନିଜର ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରଣ ନିମନ୍ତେ ୧୫୨୩.୨୪କୋଟି ଟଙ୍କା ନିବେଶ କରିବ। ଏହା ଦ୍ୱାରା ଅଧିକ ୬୦୦ଜଣ ଲୋକ ନିଯୁକ୍ତି ପାଇବେ। ସେହିପରି ପାରାଦୀପରେ ନୁମାଲିଗଡ଼ ରିଫାଇନାରୀ ଲିଃ ୧୪୨୦କୋଟି ଟଙ୍କା ନିବେଶ କରି କ୍ରୁଡ୍ ଅଏଲ ଟର୍ମିନାଲ ବିକଶିତ କରିବ। ଏଥିରେ ୨୦୦ଜଣ ଲୋକଙ୍କୁ ନିଯୁକ୍ତି ମିଳିବ।

ସେହିପରି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଦ୍ୱାରା ୧୦୮୫କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପାରାଦୀପରେ ଇଫକୋ ଦ୍ୱାରା ସଲଫରିକ ଏସିଡ୍ ସମ୍ପ୍ରସାରଣ ନିମନ୍ତେ ୪୦୦କୋଟି ଟଙ୍କା, ସୁନ୍ଦରଗଡ଼ରେ ପଟ୍ଟନାୟକ ମିନେରାଲର ୨୪୩କୋଟି ଟଙ୍କାର ନିବେଶ, ସମ୍ବଲପୁରର ବାମରାରେ ପ୍ରିମିଅର ଆଲକୋବେଭ ପ୍ରାଃ ଲିଃର ୨୭୫କୋଟି ଟଙ୍କାର ନିବେଶ, କଟକ ଆଗ୍ରିଭେଟ୍ ପ୍ରାଃ ଲିମିଟେଡ୍ ଦ୍ୱାରା ୧୧୨.୫୦କୋଟି ଟଙ୍କାର ବଟଲିଂ ପ୍ଲାଣ୍ଟ ଓ ପିପିଲିର ଯଶୁଆପୁରରେ ଏସଜେ ଡେଭଲପରର୍ସ ଦ୍ୱାରା ୫୪.୫୮କୋଟି ଟଙ୍କାରେ ଏକ ହୋଟେଲ ପ୍ରକଳ୍ପକୁ ମଧ୍ୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story