ଆଡିଶନାଲ ସେଣ୍ଟ୍ରାଲ ଆସିଣ୍ଟାନ୍ସ ଯୋଜନାରେ ଓଡ଼ିଶାର ୧୯ ଜିଲ୍ଲା ସାମିଲ

ଭୁବନେଶ୍ୱର: ମାଓ ଅଞ୍ଚଳର ବିକାଶ ପାଇଁ ପୂର୍ବରୁ ଥିବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି) ବଦଳରେ କାର୍ଯ୍ୟକାରୀ ହେବ ଆଡିଶନାଲ ସେଣ୍ଟ୍ରାଲ ଆସିଣ୍ଟାନ୍ସ ଯୋଜନା। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଧିବଦ୍ଧ ଘୋଷଣା କରିଛି। ମଓ ପ୍ରଭାବିତ ୧୦ ରାଜ୍ୟର ୧୦୬ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏଥିରେ ଓଡ଼ିଶାର ୧୯ଟି ଜିଲ୍ଲା ରହିଛି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁସାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିବେ। ରାଜ୍ୟସଭାରେ […]

maoist

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 05:46 PM IST

ଭୁବନେଶ୍ୱର: ମାଓ ଅଞ୍ଚଳର ବିକାଶ ପାଇଁ ପୂର୍ବରୁ ଥିବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି) ବଦଳରେ କାର୍ଯ୍ୟକାରୀ ହେବ ଆଡିଶନାଲ ସେଣ୍ଟ୍ରାଲ ଆସିଣ୍ଟାନ୍ସ ଯୋଜନା। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଧିବଦ୍ଧ ଘୋଷଣା କରିଛି। ମଓ ପ୍ରଭାବିତ ୧୦ ରାଜ୍ୟର ୧୦୬ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏଥିରେ ଓଡ଼ିଶାର ୧୯ଟି ଜିଲ୍ଲା ରହିଛି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁସାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିବେ। ରାଜ୍ୟସଭାରେ ଭୂପିନ୍ଦର ସଂହଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ହରିଭାଇ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

Related story