ଆଶିଷ ସିଂ ହେଲେ ଅବକାରୀ କମିଶନର, କାହିଁକି ବଦଳିଲେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୪ ମସିହା ବ୍ୟାଚ୍ ଆଇପିଏସ ଆଶିଷ କୁମାର ସିଂଙ୍କୁ ରାଜ୍ୟ ଅବକାରୀ କମିଶନର ଭାବେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଂଚଳ ଡିଆଇଜି ତଥା ଆଇପିଏସ୍ ଶ୍ରୀ ସିଂଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଛି ଓ ସେଠାରେ ଥିବା ଆଇଏଏସ୍ ଅଞ୍ଜନ କୁମାର ମାନିକଙ୍କୁ ସେଠାରୁ ହଟାଇ ଦିଆଯାଇଛି। ଶ୍ରୀ ମାନିକ ଅବକାରୀ କମିଶନର ସହ ଆଇଜି, ରେଜିଷ୍ଟ୍ରେସନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ […]

Ashish

Ashish

Jitendra Garnayak
  • Published: Friday, 19 February 2021
  • Updated: 19 February 2021, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୪ ମସିହା ବ୍ୟାଚ୍ ଆଇପିଏସ ଆଶିଷ କୁମାର ସିଂଙ୍କୁ ରାଜ୍ୟ ଅବକାରୀ କମିଶନର ଭାବେ ନିଯୁକ୍ତି ମିଳିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଂଚଳ ଡିଆଇଜି ତଥା ଆଇପିଏସ୍ ଶ୍ରୀ ସିଂଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଛି ଓ ସେଠାରେ ଥିବା ଆଇଏଏସ୍ ଅଞ୍ଜନ କୁମାର ମାନିକଙ୍କୁ ସେଠାରୁ ହଟାଇ ଦିଆଯାଇଛି।

ଶ୍ରୀ ମାନିକ ଅବକାରୀ କମିଶନର ସହ ଆଇଜି, ରେଜିଷ୍ଟ୍ରେସନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ମାନିକ ଏଣିକି କେବଳ ଆଇଜି, ରେଜିଷ୍ଟ୍ରେସନ ଭାବେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସେହିପରି ଆଶିଷଙ୍କ ସ୍ଥାନରେ କାହାରିକୁ କେନ୍ଦ୍ରାଂଚଳ ପୁଲିସ ଡିଆଇଜି ଭାବେ ନିଯୁକ୍ତି ମିଳିନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଆଇପିଏସ୍ ଶ୍ରୀ ସିଂ ଏବେ ପାୱାର କରିଡରର ଗୁଡ୍‌ ବୁକ୍‌ରେ ନଥିବାରୁ ତାଙ୍କୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ଅଣଆଇପିଏସ୍‌ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story